ବରଙ୍କ ଧମାକାଦାର ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଳୀ: ବିବାହ ଋତୁ ଆସିବା ମାତ୍ରେ ବର-କନ୍ୟାଙ୍କର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ଭିଡିଓରେ କେତେବେଳେ ବରର ସାଙ୍ଗମାନଙ୍କ ମଜାଳିଆ ଆକ୍ଟିଙ୍ଗର ଭିଡିଓ ତ କେତେବେଳେ କନ୍ୟାର ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଥାଏ ।ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ…