Latest Odisha News

BREAKING NEWS

ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ: ଏବେ ଟଙ୍କା ଦେବ, ଜେଲ ବି ଯିବ

ଜଗତସିଂହପୁର: ଚେକ ବାଉନ୍ସ ଶେଷରେ ପଡିଲା ମହଙ୍ଗା । ଟଙ୍କା ତ ଫେରାଇବେ ତ ସହ ଜେଲ ବି ଯିବେ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ଘଟଣଟି ଥିଲା ଏମିତି । ଏକ ବାଉନ୍ସ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଦୀର୍ଘ ୬ବର୍ଷ ପରେ…

ଜୟନାରାୟଣଙ୍କ ମାନସିକ ଦୋଷ ଅଛି, ଟ୍ରିଟମେଣ୍ଟ୍ ଆବଶ୍ୟକ : ଲତିକା

ଭୁବନେଶ୍ୱର : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ବୋଲି ଶୁଣାଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଶାସକ ଦଳ ବିଧାୟକ ଅମର ଶତପଥୀଙ୍କ ପରେ ପୁଣି ସମାନ ଢଙ୍ଗରେ ଜୟନାରାୟଣ ମିଶ୍ରଙ୍କୁ 5-T ର ଭୂତ ଲଗା ଭୂମିକାକୁ ଭିଡିଛନ୍ତି ଲତିକା। ଏପରିକି ବିରୋଧୀ ଦଳ ନେତା…

‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଖୁବଶୀଘ୍ର ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏନେଇ ତାଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ଖୁବ୍‌ଶୀଘ୍ର ଧର୍ମେନ୍ଦ୍ର ଫିଲ୍ମ ‘ରକି ଔର ରାନୀ କି…

ଗଧର ସୁମଧୁର ସ୍ୱର ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ କିମ୍ବା ଏତେ ମଜାଳିଆ ହୋଇଥାଏ ଯେ, ସେଗୁଡିକ ଦେଖିବାବେଳେ ଆପଣ ନ ହସି ରହିପାରିବେ ନାହିଁ । ଆପଣଙ୍କୁ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ,ଯ।।ହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା…

ଲରେନ୍ସଙ୍କ ଧମକକୁ ଖାତିର କରୁ ନାହାନ୍ତି ସଲମାନ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ସଲମାନ ଖାଁଙ୍କୁ ଧମକ ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ଏଥିପାଇଁ ସେମାନେ ପୋଲିସର ସହାୟତା ମଧ୍ୟ ମଗାଇଛନ୍ତି । ତେବେ ସଲମାନ ଏହି ଧମକକୁ ଖାତିର କରୁ ନାହାନ୍ତି । ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ ସେ ମୁକ୍ତ ଭାବେ…

ସିମ୍ପାଞ୍ଜି ସହ ଭିଡିଓ କରି ହଟହଟା ହେଲେ ଯୁବକ

ଜାକର୍ତ୍ତା: ଲୋକେ ସେଲ୍‌ଫି ଓ ଭିଡ଼ିଓ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏବେ ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ଭିଡ଼ିଓ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି…

ଆଡ଼ଭାନ୍ସ ଟିକେଟ୍ ବୁକିଂରେ ‘ଦୃଶ୍ୟମ ୨’କୁ ପଛରେ ପକାଇବ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨' ବକ୍ସ ଅଫିସରେ କମାଲ କରିଥିଲା । ଏବେ ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଲା’କୁ ନେଇ ଖୁବ୍ ଚର୍ଚ୍ଚା । ମାର୍ଚ୍ଚ ୧୯ ତାରିଖରୁ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହା ମାତ୍ର ତିନି ଦିନ ମଧ୍ୟରେ ଚମତ୍କାର ବ୍ୟବସାୟ କରିଛି । ତେଣୁ…

ହକି ଖେଳାଳି ରାନୀ ରାମପାଲଙ୍କ ନାମରେ ନାମିତ ହେଲା ରାୟବରେଲୀ ଷ୍ଟାଡିୟମ

ରାୟବରେଲୀ: ଭାରତର ଷ୍ଟାର ମହିଳା ହକି ଖେଳାଳି ରାନୀ ରାମପଲଙ୍କ ନାମରେ ରାୟବରେଲୀ ହକି ଷ୍ଟାଡିୟମର ନାମ ରଖାଯାଇଛି । ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି । ରାନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଂସକଙ୍କୁ ସୂଚନା ଦେଇଛନ୍ତି । ମୋ ପାଇଁ…

ସୀମାନ୍ତରେ ଓଡ଼ିଶା ପୋଲିସକୁ ସଫଳତା, ୬ଟି ଟିଫିନ୍ ବୋମା ସହ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ବଡ଼ ସଫଳତା ପାଇଛି ମାଲକାନଗିରି ପୋଲିସ । ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର କୁସୁମପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ୫୦ରୁ ୬୦ କେଜି କର୍ଡେକ୍ସ ତାର ସହ ୬ଟି ଟିଫିନ୍ ବୋମା, ବିପୁଳ ବିସ୍ଫୋରକ ଏବଂ ୨ଟି…

ଅସହାୟ ବୃଦ୍ଧା ଦମ୍ପତ୍ତିଙ୍କ ପାଇଁ ଆବାସ ଖଣ୍ଡିଏ ପାଲଟିଛି ସାତ ସପନ

ମାଲକାନଗିରି : ଯେଉଁ ବୟସରେ ସାହାରା ମିଳିବା କଥା ସେ ବୟସରେ ନିରାଶ୍ରୟ। ତିନି ଝିଅଙ୍କୁ ବାହା ଦେଲା ପରେ ପରିଣତ ବୟସରେ ଏବେ ଅସହାୟ ବୃଦ୍ଧ ଦମ୍ପତ୍ତି। ୮୦ ଟପିଲାଣି ବୟସ । କାମ କରିବାକୁ ପାଉନି ବଳ । ତଥାପି ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । ଏ ହେଉଛନ୍ତି କାଲିମେଳା ଏମ୍ ପି ଭି ୬  ଗ୍ରାମ ର…