ଶହେ ଫୁଟ ଉଚ୍ଚରେ ସାଇକେଲ ଚଳାଇ ଷ୍ଟଣ୍ଟ ଦେଖାଇଲେ ଯୁବକ
ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଅନେକ ଷ୍ଟଣ୍ଟର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୋଟିଏ ପରେ ଗୋଟିଏ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖାଯାଏ । ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ହୋଇଥାଏ ଯେ, ଏହାକୁ ଦେଖିବା ପରେ ଦର୍ଶକଙ୍କ ନିଶ୍ୱାସ ମଧ୍ୟ ଅଟକି ଯାଏ । କିନ୍ତୁ…