ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ; ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଡ୍ରାଇଭର
ଭୁବନେଶ୍ୱର : ଜିଦ୍ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଏବେଠୁ ଦେଖା ଗଲାଣି ଟ୍ରାଫିକ ସମସ୍ୟା । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା ।
ଉଚିତ ଦରମା, ଚାକିରି ସୁରକ୍ଷା,…