ବୃଦ୍ଧଙ୍କ ସୁନା ସଉକ: ୯୦ ବର୍ଷ ବୟସରେ ପିନ୍ଧୁଛନ୍ତି କୋଟିଏ ଟଙ୍କାର ସୁନା
ଚୀନ୍: ଅନେକ ଲୋକଙ୍କୁ ସୁନା ପିନ୍ଧିବାକୁ ଭଲ ଲାଗେ । ବିଶେଷକରି ବିଭିନ୍ନ ଉତ୍ସବ ବା ପର୍ବପର୍ବାଣୀ ଅବସରରେ ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି । ହେଲେ ପରିଣତ ବୟସରେ ସୁନା ପିନ୍ଧିବା ଆଗ୍ରହ କାରଣରୁ ଜଣେ ବୟୋବୃଦ୍ଧ ବ୍ୟକ୍ତି…