କ’ଣ କଲେ ପଶ୍ଚିମବଙ୍ଗରେ ମମତା ସରକାର ଭାଙ୍ଗିଯିବ? ଦଳୀୟ ସମାବେଶରେ କହିଲେ ଗୃହମନ୍ତ୍ରୀ
କୋଲକାତା: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦାବି କରିଛନ୍ତି ଯେ ଯଦି ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ଆସନରେ ଜିତିବାରେ ସଫଳ ହୁଏ, ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏହାର କାର୍ଯ୍ୟକାଳର ବହୁ ପୂର୍ବରୁ ଭାଙ୍ଗିଯିବ।
ଯଦି…