Latest Odisha News

BREAKING NEWS

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ଭେଟି; କୋହଳ ହେବ ବୟସସୀମା

ନୂଆଦିଲ୍ଲୀ: ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା। ଅଗ୍ନିବୀରଙ୍କୁ ଭେଟି ଦେଲେ କେନ୍ଦ୍ର ସରକାର । BSFରେ ୧୦ ପ୍ରତିଶତ ଚାକିରୀ ସଂରକ୍ଷଣ ନେଇ ଘୋଷଣା କଲେ ସରକାର । ସେତିକି ନୁହେଁ, ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା ।…

ଅବସର ନେଲେ ଅଷ୍ଟ୍ରେଲିଆ କ୍ରିକେଟର ଶନ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଶନିବାର ଘରୋଇ କ୍ରିକେଟ ଓ ଦିନିକିଆରୁ ଅବସର ଘୋଷଣା କରିଛନ୍ତି । ସେ ୨୨ ବର୍ଷ ହେବ ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିଲେ । ସେ ତାଙ୍କ କ୍ୟାରିୟରରେ ୩୮ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ୬ ଶତକ ଓ ୧୦ ଅର୍ଦ୍ଧଶତକ ସହାୟତାରେ ୨୨୬୫ ରନ…

ଭିନ୍ନକ୍ଷମ ହେଲେ ବି ଅନ୍ୟମାନଙ୍କୁ ଦେଖାଉଛନ୍ତି ସ୍ୱାବଲମ୍ବୀ ହେବାର ବାଟ

ହାଟଡିହି: ପଥର ହସିଲେ ଜୀବନ ହସେ, ପରିବାର ହସେ । ପଥର କଥା କହିଲେ ପରିବାରର ପେଟ ପୂରେ । ତେଣୁ ପଥରରେ ଜୀବନ ଦେବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପଥରରେ ଜୀବନର ସୁଖଦୁଃଖର ବାର୍ତ୍ତା ଦେବା ପାଇଁ । ଆମେ କହୁଛୁ ସେଇ ପଥର କାରିଗରଙ୍କ କଥା । ବଜାରରେ ସୁନ୍ଦର ସୁନ୍ଦର ପଥର…

ସାଂସଦଙ୍କ ମହାନତା, ବୃଦ୍ଧ ଟ୍ରଲି ଚାଳକର ଦୁଃଖ ବୁଝିଲେ ଅନୁଭବ

ଭୁବନେଶ୍ୱର : ଦୁଃଖ ଅନୁଭବ କଲେ ଅନୁଭବ, ରଖିଲେ ପ୍ରତିଶୃତି ! ଦେଇଥିବା କଥା ମୁତାବକ ସାଂସଦ ବଢାଇଛନ୍ତି ସାହାଯ୍ୟର ହାତ । ସାଲେପୁର ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ‌ ଟ୍ରଲି ଚାଳକ ଅର୍ଜୁନି ସାମଲଙ୍କୁ ସାହାଯ୍ୟ କରି ଏବେ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ…

ପୁରୀରେ ପୁଣି ଅଗ୍ନିକାଣ୍ଡ; ରେଳ ଷ୍ଟେସନ ନିକଟ ୱାନ-ଏ ଟ୍ରାକରେ ଲାଗିଗଲା ନିଆଁ

ପୁରୀ: ପୁରୀକୁ ଛାଡ଼ୁନି ଅଗ୍ନି ବିତ୍ପାତ । ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ  ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି । ଆଜି ପୁରୀ ରେଳ ଷ୍ଟେସନର…

୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଛାତ୍ରୀ; ଚାଲିଗଲା ଜୀବନ  

କେନ୍ଦୁଝର:ବଡବିଲରୁ ଆସିଛି ଏକ ଦୁଃଖଦ ଖବର । ଗତକାଲି ରାତିରେ ୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ  । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ  ପହଞ୍ଚିବା ବେଳକୁ  ତାଙ୍କୁ ମୃତ୍ୟୁ ଘଟିସାରିଥିଲା  । ମୃତ ଛାତ୍ରୀ ହେଲେ  ବଡ଼ବିଲ ୪ ନଂ ୱାର୍ଡ଼…

ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ଘରେ ୧୪ ଘଣ୍ଟା ଧରି ଇଡିର ଚଢଉ: ଜବତ ହେଲା ଦେଢ କେଜି ସୁନା ଗହଣା ଓ ବିଦେଶୀ ମୁଦ୍ରା

ପାଟଣା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ । ଜବତ ହୋଇଛି ଆଖି ଖୋସି ହୋଇଗଲା ପରି ସମ୍ପତ୍ତି । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି ଲାଲୁ ଓ ତାଙ୍କ ପରିବାର, ସମ୍ପର୍କୀୟ ତଥା ଦଳୀୟ ନେତାଙ୍କ ସମେତ ଅନେକ ସ୍ଥାନରେ ଇଡି ପକ୍ଷରୁ ଘନଘନ…

୨୦୨୪ ନିର୍ବାଚନ ରଣନୀତି: ବିଜେପି ଫୋକସରେ ହାରିଥିବା ୧୬୦ ଆସନ, ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନା ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ଦିଲ୍ଲୀ ସିଂହାସନ ତୃତୀୟ ଥର ହାତେଇବା ପାଇଁ ପାଗ ଭିଡିଲାଣି ବିଜେପି । ଏଥର ବିଜେପିକୁ ମାତ ଦେବାପାଇଁ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ବଳ ଯୋଗାଡୁଥିବାବେଳେ ବିଜେପି ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ କରିଲାଣି…

ନୂଆ ମୋଡ ନେଲା ସତୀଶ କୌଶିକ ମୃତ୍ୟୁ ମାମଲା: ଫାର୍ମ ହାଉସରୁ ପୋଲିସ ଜବତ କଲା ମେଡିସିନ

ମୁମ୍ବାଇ: ନୂଆ ମୋଡ ନେଇଛି ଅଭିନେତା ତଥା ନିର୍ଦ୍ଦେଶକ ସତୀକ କୌଶିକଙ୍କ ମୃତ୍ୟୁ ଘଟଣା । ୬୬ ବର୍ଷ ବୟସ୍କ ସତୀଶଙ୍କର ହୃଦଘାତରେ ୨ ଦିନତଳେ ମୃତ୍ୟୁ ଘଟିଥିଲା । ସତୀଶଙ୍କର ଏପରି ଅକସ୍ମାତ ମୃତ୍ୟୁ ଖାଲି ତାଙ୍କ ପରିବାର ନୁହେଁ ପୁରା ବଲିଉଡକୁ ସ୍ତବ୍ଧ କରି ଦେଇଥିଲା । ତାଙ୍କ ମୃତ୍ୟୁକୁ କେହି…

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡପ ଅଭିଯୋଗରେ ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନଗିରି:ସାମ୍ନାକୁ ଆସିଲା କେନ୍ଦୁପତ୍ର ବିଭାଗରେ ଚଞ୍ଚକତା । କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ ଫରେଷ୍ଟର ଏବଂ ରେଞ୍ଜର ନିଲମ୍ବିତ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ…