ଧୁମ୍ଧାମ୍ରେ ପାଳିତ ହେଲା ଦୁଇ କୁକୁରଙ୍କ ବିବାହ
ଗୋଟିଏ ଦିନ ପୂର୍ବରୁ ଘରକୁ ବିଭିନ୍ନ ଅଲୋକମାଳାରେ ସଜାଯାଇଥିଲା । ଭୋଜିଭାତର ସମସ୍ତ ପ୍ରସ୍ତୁତି ବି ସରିଥିଲା । ବେଦୀକୁ ବି ରଙ୍ଗବେରଙ୍ଗର ଫୁଲ ଓ ବେଲୁନ୍ରେ ସଜା ଯାଇଥିଲା । ଘରକୁ ସମ୍ପର୍କୀୟ ବି ଆସିଥିଲେ । ସକାଳୁ ସକାଳୁ ବରକନ୍ୟା ବି ସଜେଇ ହେଲେ । କନ୍ୟା ଘର ଲୋକେ ଅପେକ୍ଷାରେ ଥିଲେ…