Latest Odisha News

BREAKING NEWS

ଆସୁଛି ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍‌-୨୦୨୩: ତୁଟିବ ଘର ମାଲିକ ଏବଂ ବିଲଡର ମଧ୍ୟରେ ବିବାଦ!

ଭୁବନେଶ୍ୱର: ଏଣିକି ରାଜ୍ୟରେ ଆପାର୍ଟମେଣ୍ଟ କିଣିବା ବେଳେ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ହେବ ନାହିାଁ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍‌-୨୦୨୩କୁ କ୍ୟାବିନେଟ୍ ମଂଜୁରୀ ଦେଇଛନ୍ତି । ଏହି ବିଲ୍ ବିଧାନସଭାରେ ଆଗତ ହୋଇ ପାରିତ ହେବା ପରେ…

ଦୀପାଳି ନିର୍ବାଚନ ଜିତି ଲୋକଙ୍କ ସେବା କରନ୍ତୁ ଚାହୁଁଥିଲେ ବାପା: ନବଙ୍କ ବୋହୂ

ଝାରସୁଗୁଡା: ଦୀପାଳି ନିର୍ବାଚନ ଜିତି ଝାରସୁଗୁଡ଼ାବାସୀଙ୍କ ସେବା କରନ୍ତୁ । ଏହା ଶ୍ୱଶୁର ତଥା ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସ୍ୱପ୍ନ ଥିଲା ବୋଲି କହିଛନ୍ତି ଚାରଭି ଦାସ । ଦୀପାଳିଙ୍କ ସାନ ଭାଇ ବିଶାଳଙ୍କ ପତ୍ନୀ ହେଉଛନ୍ତି ଚାରଭି । ଶ୍ୱଶୂର ନବ ଦାସ ଦୀପାଳି ଜଣେ ନେତ୍ରୀ…

ଆବାସ ଅନିୟମିତତା କଥା କହି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର

ଓଡିଶା ସମ୍ବାଦ ବ୍ୟୁରୋ: ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସି ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକକୁ ସଠିକ ଭାବେ ରାଜ୍ୟ ସରକାର ଲାଗୁ କରୁନାହାନ୍ତି କହିଛନ୍ତି ଏହି ରାଜ୍ୟସଭା ସାଂସଦା…

ଚୋରି ହୋଇଗଲା ବାଘର ଗତିବିଧି ଉପରେ ନଜର ରଖିବାକୁ ଲାଗିଥିବା କ୍ୟାମେରା

ଓଡିଶା ସମ୍ବାଦ ବ୍ୟୁରୋ: ବାଘର ଗତିବିଧ ଉପରେ ନଜର ରଖିବାକୁ କେନ୍ଦୁଝର ପାଟଣା ଫରେଷ୍ଟ ରେଞ୍ଜରେ କ୍ୟାମେରା ଲାଗିଥିଲା । ବନ ବିଭାଗ ପକ୍ଷରୁ ୧୦ଟି କ୍ୟାମେରା ଲଗାଯାଇଥିଲ।। ହେଲେ ୨ଟି କ୍ୟାମେରା ଏବେ ଚୋରି ହୋଇଯାଇଛିା ତେଣୁ ବାଘର ଗତିବିଧିକୁ ଦେଖିବା ଏବେ ସମ୍ଭବ ହେବ ନାହିଁ । ଯାହାକି ଆଗାମୀ…

ଲକ୍ଷ୍ମୀ ମାର୍କେଟ କମ୍ପେଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀରେ ଆଉ ଏକ ଅଗ୍ନିକାଣ୍ଡ

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ପରେ ଶୁକ୍ରବାର ପୁରୀର ଆଉ ଏକ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନଯାୟୀ, ଲକ୍ଷ୍ମୀ ମାର୍କେଟ୍ କମ୍ପେ୍ଲକ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ନୀଳାଦ୍ରି କମ୍ପେ୍ଲକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍…

ଆମେରିକା ଆକାଶରେ ଚୀନ ଉଡାଉଥିବା ‘ଗୁଇନ୍ଦା ବେଲୁନ’ ଭଳି ଏହି ଗୁଇନ୍ଦା ପାରା ନୁହେଁ ତ?

ଭୁବନେଶ୍ୱର: କିଛି ଦିନ ତଳେ ଆମେରିକା ଆକାଶରେ ଚୀନ ଉଡାଉଥିବା ଗୁଇନ୍ଦା ବେଲୁନକୁ ଖସାଇ ଦେଇଥିଲା ଆମେରିକା ସରକାର। ଠିକ୍ ସେହିଭଳି ପାରାଦୀପରେ ସମୁଦ୍ର ମଝିରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ଏବେ ସନ୍ଦେହ ବଢିଛି। କାରଣ ଏହି ଗୁଇନ୍ଦା ବା ସନ୍ଦିଗ୍ଧ ପାରାର ଶରୀରରେ ଲେଖାହୋଇଥିବା…

ସଂଧ୍ୟା ହେଲେ ରାଜଧାନୀରେ ଆସର ଜମାଇବା ମନା, ଆରମ୍ଭ ହେଲା କମିଶନରେଟ ପୋଲିସର ‘ସେଫ୍ ସିଟି’ ଡ୍ରାଇଭ୍

ଭୁବନେଶ୍ୱର: ରାତି ହେଲେ ରାଜଧାନୀରେ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ । ଏପରି ଅଭିଯୋଗର ସମାଧାନ ପାଇଁ ତତ୍ପର ହୋଇ ଉଠିଛି କମିଶନରେଟ ପୋଲିସ । ଆଉ ଆରମ୍ଭ କରିଛି ସେଫ୍ ସିଟି ଡ୍ରାଇଭ୍ । ଅସାମାଜିକ ବ୍ୟକ୍ତି, ମଦୁଆ, ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ…

ଆଲିଆଙ୍କ ବେଡ଼ରୁମ ଫଟୋ ସେୟାର ପ୍ରସଙ୍ଗରେ ମୁହଁ ଖୋଲିଲେ ରଣବୀର:ଦରକାର ପଡ଼ିଲେ ଅଦାଲତର ଆଶ୍ରୟ ନେବେ

ମୁମ୍ବାଇ: ଏବେ ସିନେ ଷ୍ଟାର ରଣବୀର କପୁର ନିଜ ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ପ୍ରମୋସନରେ ଖୁବ୍ ବ୍ୟସ୍ତ । ବିଭିନ୍ନ କାରଣରୁ ଫିଲ୍ମଟିକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ରଣବୀର କିନ୍ତୁ ଫିଲ୍ମଟିକୁ ପ୍ରମୋସନ କରିବାରେ ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି । ଚର୍ଚ୍ଚାର…

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା…

ସୋଆ କୃଷି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ମହୋତ୍ସବ ‘ଅନ୍ନ’ ଅନୁଷ୍ଠିତ

ଭୁବନେଶ୍ୱର: ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ବାର୍ଷିକ ମହୋତ୍ସବ ‘ଅନ୍ନ’ ମାର୍ଚ୍ଚ ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉତ୍ସବର ସଫଳତା କାମନା କରିବା ସହ…