Latest Odisha News

BREAKING NEWS

ଗତବର୍ଷର ଅଘଟଣ ପାଇଁ ଚଳିତ ବର୍ଷ ହୋଲିରେ ଗାଁ ପାଲଟିଛି ରଙ୍ଗହୀନ

ଯାଜପୁର : ରଙ୍ଗର ପର୍ବ ହେଉଛି ହୋଲି ପର୍ବ । ଯେଉଁ ହୋଲି ରଙ୍ଗ ରେ ରଙ୍ଗିନ ହେଉଥିଲା ପୁରା ଗାଁ , ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । ଗାଁରେ କେବଳ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ଆରପାରିକୁ ଚାଲିଗଲେ ୬ ଭାଇ  । ଆମେ କହୁଛୁ…

ହୋଲି ପାଇଁ ବନ୍ଦ ରହିବ ‘ମୋ ବସ୍’ ସେବା; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଆସନ୍ତାକାଲି ହୋଲି । ସକାଳ ୭ରୁ ଆରମ୍ଭ ହେବ ରଙ୍ଗ ଖେଳ  ।  ହୋଲିରେ ମୋ ବସ ଚଳାଚଳ ନେଇ ଆଗୁଆ ଜାରି ହୋଇଛି ଗାଇଡଲାଇନ । ଏହି ଉପଲକ୍ଷେ  ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଓ  ରାଉରକେଲାରେ ଗଡିବନି ମୋ ବସ । କ୍ରୁଟ ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ଅପଲୋଡ…

ହୋଲିରେ ମଦ ମନା: ସାରା ସହରକୁ ଜଗିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାତି ପାଇଲେ ହୋଲି । ଚାଲିଛି ଅନେକ ପ୍ରସ୍ତୁତି । ଏସବୁ ଭିତରେ କମିଶନରେଟ ପୋଲିସ ଜାରି କରିଛି  ହୋଲି ଗାଇଡଲାଇନ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରିବା ପାଇଁ ଯଦି ଯୋଜନା ରଖିଛନ୍ତି ତେବେ ସାବଧାନ । କାରଣ ସବୁଆଡେ ଘୁରି ବୁଲିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା…

ଦେଶଫାଲ ଲୋକକଳା ମହୋତ୍ସବରେ ଦୁଲୁକୁଛି ମଞ୍ଚ

ସୁବର୍ଣ୍ଣପୁର : ମଞ୍ଚ ଉପରେ ଭଳିକି ଭଳି ଲୋକ ନୃତ୍ୟର ମାହୋଲ । ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ତିନି ଦିନ ଧରି ହେବାକୁ ଥିବା ଦେଶଫାଲ ଲୋକକଳା ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ଯୋଗ ଦେଇ ନିଜ ନିଜର ଲୋକନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହା କେବଳ ମନୋରଞ୍ଜନ ନୁହେଁ…

କୋହଲି, ଗେଲ କିମ୍ବା ଧୋନୀ ନୁହେଁ, ଆସନ୍ତୁ ଜାଣିବା ଡିଭିଲର୍ସଙ୍କ ଶ୍ରେଷ୍ଠ ଟି୨୦ ଖେଳାଳି କିଏ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସଙ୍କୁ ସର୍ବଦା ଏକ ମହାନ କ୍ରିକେଟର ଭାବେ ବିବେଚନା କରାଯାଏ । ଟେଷ୍ଟ, ଦିନିକିଆ ଏବଂ ଟି୨୦ରେ ସେ ତାଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ପାରିଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ ଅନେକଗୁଡିଏ…

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି-ଏସପି

ଭବନେଶ୍ୱର: ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏମିତି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ଏକ ପ୍ରେସ ମିଟ କରି ଏସପି କହିଛନ୍ତି, ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ  ପାଣିରେ ବୁଡ଼ି ହୋଇଛି  । …

ସ୍ୱଳ୍ପ ଗଳ୍ପ : ରାଜକନ୍ୟାର ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୮ ପ୍ରେମ ଅଦ୍ଭୁତ । ରାଜକନ୍ୟାର ପ୍ରେମ ସବୁବେଳେ ହିଁ କେବଳ ଅଦ୍ଭୁତ । ପ୍ରେମ ଅଦ୍ଭୁତ ଏଇଥିପାଇଁ ଯେ ପ୍ରେମରେ ପଡିଯିବାର ବୟସ୍କ କାଳରେ ପୃଥିବୀର ସମସ୍ତ ଅସମ୍ଭବକୁ ସମ୍ଭବ କରିବା ଆଉ ସମସ୍ତ ଅଘଟଣକୁ ଘଟଣ କରିବା ଭଳି…

୨୦ ଟଙ୍କା ଅଧିକ ନେଇଥିବାରୁ ଏବେ ରେଳବାଇ ଦେବ ୧୦ ହଜାର ଟଙ୍କାର ଜରିମାନା

ମଥୁରା: ଟିକେଟ ଦାମ ଯେତିକି ଥିଲା, ତାହାଠାରୁ ଅଧିକ ୨୦ ଟଙ୍କା ଆଦାୟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ବାସ୍ତବରେ ଏହି ମାମଲାଟି ୨୩ ବର୍ଷ ତଳର ହୋଇଥିବାବେଳେ ଏବେ ରେଳବାଇକୁ ଜରିମାନା ଦେବାକୁ ପଡିବ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୨୫, ୧୯୯୯ରେ ଦୁଇଜଣ ଯାତ୍ରୀ ମଥୁରାରୁ…

ଆମେରିକା ରଣନୀତିରେ ଚିନ୍ତାରେ ଚୀନ

ବେଜିଂ: ଆମେରିକା ରଣନୀତିରେ ଏବେ ଚୀନ ଚିନ୍ତାରେ ପଡିଛି । ବେଲୁନ ମାଧ୍ୟମରେ ଗୋଇନ୍ଦାଗିରି କରୁଥିବା ନେଇ ଚୀନକୁ ସିଧାସଳଖ ଆମେରିକା ଧମକ ଦେଇ ସାରିଛି । ଏବେ ପଶ୍ଚିମଦେଶଗୁଡିକ ସହାୟତାରେ ଚୀନକୁ ଘେରିବାକୁ ଚେଷ୍ଟା କରୁଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ନେଇ ଖୋଲାଖୋଲି ଭାବେ ଏ…

ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ ତାଙ୍କ ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ମୋ ବାପା ମୋତେ ୮ ବର୍ଷ ବୟସରେ ଯୌନ ଶୋଷଣ କରିଥିଲେ। ଖୁସବୁ ସୁନ୍ଦର କହିଛନ୍ତି ଯେ ମୋତେ ଯେତେବେଳେ ୮ ବର୍ଷ ବୟସ…