Latest Odisha News

BREAKING NEWS

ପୁସ୍ତକ ପରିଚୟ : ଡାଏରୀ ଗପ

ଜୀବନରେ ଭୋଗିଥିବା ସୁଖ, ଦୁଃଖ, ହସ, ଲୁହ ତଥା ମାନସିକ ଅବସ୍ଥାକୁ ନେଇ ଅନୁଭବ ଓ ଅନୁଭୂତିର ସମାହାର : ଡାଏରୀ ଗପ ଡାଏରୀ ଗପ ଗାଳ୍ପିକ : ପ୍ରଦୀପ କୁମାର ରାୟ ଆଦିତ୍ୟ ଭାରତ ପ୍ରକାଶନୀ କଟକ ପୃଷ୍ଠା ସଂଖ୍ୟା : ୧୧୧ ମୂଲ୍ୟ : ୧୫୦ ଗଳ୍ପର ସଂଜ୍ଞା ପୃଥିବୀର କୌଣସି ଗାଲ୍ପିକଙ୍କ…

ଏମିତି ଜଣେ ରାଜା ଥିଲେ: ଯାହାଙ୍କର ଥିଲେ ୧ହଜାରରୁ ଅଧିକ ଛୁଆ

ଦିନକୁ ଦିନ କେବଳ ଭାରତ ନୁହେଁ ଅନେକ ଦେଶର ଜନସଂଖ୍ୟା ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଭାରତ ସରକାର ମଧ୍ୟ ପରିବାର ନିୟୋଜନକୁ ଦୃଷ୍ଟିରେ ରଖି ଆମେ ଦୁଇ, ଆମର ଦୁଇ ଭଳି ସ୍ଲୋଗାନ ଆରମ୍ଭ କରିଥିଲେ । ଏହା ବାଦ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ…

ଆଜି ଦୋଳ ପୂର୍ଣ୍ଣିମା, ସୁନାବେଶରେ ଶ୍ରୀଜିଉ

ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର  । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି । ରାତି ୧୦ଟା ୩୫ରେ ସୁନାବେଶ ଲାଗି ହେବ । ସକାଳ ଧୂପ ସରିବା ପରେ…

ବଢିପାରେ ଟୋଲ ଟ୍ୟାକ୍ସ: ଜାତୀୟ ରାଜପଥରେ ଯାଉଥିଲେ ହୋଇପାରେ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ: ଆପଣ ଜାତୀୟ ରାଜପଥ ଦେଇ ଯାତ୍ରା କରୁଛନ୍ତି କି? ଯଦି ହଁ, ତେବେ ଆସନ୍ତା ମାସରୁ ଆପଣଙ୍କ ପକେଟରୁ କିଛି ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । କାରଣ ଜାତୀୟ ରାଜପଥ ଦେଇ ଯାଉଥିଲେ ଯଦି ଟୋଲଗେଟ ପଡୁଛି, ତେବେ କିଛି ଅଧିକ ଅର୍ଥ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିପାରେ । ଚର୍ଚ୍ଚା ମୁତାବକ…

୧୦୦ କୋଟି କ୍ଲବରେ ସାମିଲ ହେଲା ‘ସାର’

ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷଙ୍କ ଫିଲ୍ମ 'ସାର' ବକ୍ସଅଫିସରେ କମାଲ କରିଛି । ଖୁବ କମ ପ୍ରମୋସନ ସତ୍ତ୍ୱେ ଫିଲ୍ମଟି ବକ୍ସଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ଏହି ଫିଲ୍ମଟି ୧୭ ଫେବୃୟାରୀରେ ରିଲିଜ ହୋଇଥିବାବେଳେ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଭଲ ରେସପନ୍ସ ମିଳିଛି ।…

ମାୟାବତୀଙ୍କ ଘରକୁ ଆସୁଛନ୍ତି ଡାକ୍ତରୀ ବୋହୂ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଜନ ସମାଜ ପାର୍ଟି ବା ବିଏସପି ସୁପ୍ରିମୋ ମାୟାବତୀଙ୍କ ଘରକୁ ଖୁବ ଶୀଘ୍ର ଡାକ୍ତରୀ ବୋହୂ ଆସିବାକୁ ଯାଉଛନ୍ତି । ବାସ୍ତବରେ ମାୟାବତୀଙ୍କ ପୁତୁରା ତଥା ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ଆକାଶ ଆନନ୍ଦଙ୍କ ବିବାହ ହେବାକୁ ଯାଉଛି । ମାର୍ଚ୍ଚ ୨୬ରେ ତାଙ୍କର…

ଶ୍ରଦ୍ଧା ଓ ଭାବର ପର୍ବ ଦୋଳ; ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ସ୍ନେହ, ପ୍ରେମ ଓ ଭାଇଚାରାର ପର୍ବ । ଓଡ଼ିଶାର ପୂର ପଲ୍ଲୀରେ ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ।ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ।  ବସନ୍ତକୁ ସ୍ୱାଗତ ଜଣାଇ ଆସିଥାଏ ଦୋଳପର୍ବ । ଫାଲଗୁନ ମାସର ପୂର୍ଣ୍ଣିମା…

ପଦୋନ୍ନତି ପାଇବାର ୨୪ ଘଣ୍ଟା ଯାଇନି, ACFଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ପଦୋନ୍ନତି ପାଇବାର ୨୪ ଘଣ୍ଟା ଯାଇନି, ଧରିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି କୋରାପୁଟରେ। ଗତକାଲି ଅର୍ଥାତ ୬ ତାରିଖ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ…

ତରଳୁଛି ଡୁମ୍‌ସଡେ ଗ୍ଲେସିୟର: ଆସିପାରେ ଜଳପ୍ରଳୟ

ନୂଆଦିଲ୍ଲୀ: ପୃଥିବୀ ଉପରକୁ ମାଡି ଆସୁଛି ବିପଦ । ତରଳୁଛି ହିମଶୈଳ। ଯଦି ଏପରି ତରଳିବା ଜାରି ରୁହେ ତେବେ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟିକାରୀ ଉତ୍ଥାନ ଘଟିବ । ଏମୀତିକିଛି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଦଳ । ଆଣ୍ଟାର୍କଟିକାରେ ଥିବା ଥ୍ବେଟିସ୍ ଗ୍ଲେସିୟର ବା ଡୁମ୍‌ସଡେ ଗ୍ଲେସିୟର ଏବେ…

କବିତା : ଦୋଳେ ତୁ ଦୋଳ ଗୋବିନ୍ଦ

ଚନ୍ଦ୍ରକଳା ଦେବୀ ହେ ନନ୍ଦ-ନନ୍ଦନ ଯଶୋଦାର ଧନ ପ୍ରକୃତି ପୁରୁଷ ଅନନ୍ତ ଫଗୁଣ ଶୁକୁଳ ପୂର୍ଣ୍ଣମୀ ତିଥିରେ ଦୋଳ ପୂର୍ଣ୍ଣିମା ଯେ ପାଳିତ ରାଧା ମାଧବ ଦୋଳରେ ତୁ ଦୋଳଗୋବିନ୍ଦ ଦୋଳ ବିମାନରେ ବସି ରାଧାକୃଷ୍ଣ ଯୁଗଳ ମୂରତି ଆନନ୍ଦ। ବସୁଦେବ ସୁତ ଦେବକୀ ଧନତ ପରମ ପୁରୁଷ ଶ୍ରୀପତି…