ପ୍ରେମିକା ରକ୍ତରେ ହୋଲି ଖେଳିଲା ଶୈତାନ ପ୍ରେମିକ
ବଲାଙ୍ଗୀର : ପ୍ରେମିକ ଛୁରୀ ଚୋଟରେ ପ୍ରେମିକା ଗୁରୁତର । ଏବେ ପୋଲିସ ହେପାଜତରେ ପ୍ରେମିକ । ଆଉ ସେପଟେ ହସପିଟାଲ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରେମିକା । ଏପରି ଘଟଣା ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି ।
ଚଟିଆପାଲି ଗାଁ ର ଜଣେ ଯୁବତୀ ଵଲାଙ୍ଗିରରେ ଏକ ଭଡା ଘରେ ରହୁଥିଲେ…