ରସାତଳକୁ ଯାଉଛି ପାକିସ୍ତାନ ଅର୍ଥନୀତି: ପେଟ୍ରୋଲ ୨୭୨ ଓ ଡିଜେଲ୍ ୨୮୦ ଟଙ୍କା ବଢିଲା
ଇସ୍ଲାମାବାଦ: ଧୀରେ ଧୀରେ ନିୟନ୍ତ୍ର ବାହାରକୁ ଚାଲିଯାଉଛି ପାକିସ୍ତାନ ଅର୍ଥନୀତି। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ରହିଛି। ଏହାରି ଭିତରେ ପୁଣି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ାଇଛନ୍ତି ପାକିସ୍ତାନ ସରକାର। ପେଟ୍ରୋଲ୍ ମୂଲ୍ୟରେ ୨୨ ଟଙ୍କା ବୃଦ୍ଧି…