Latest Odisha News

BREAKING NEWS

ଭାଉଜ ସହ ଅବୈଧ ସମ୍ପର୍କ ଅଭିଯୋଗ: ଅଗ୍ନି ପରୀକ୍ଷା ଦେଲେ ଦିଅର

ନିଜର ସତୀତ୍ୱକୁ ପ୍ରମାଣ ଦେବାକୁ ଯାଇ ମାତା ସୀତା ଅଗ୍ନିପରୀକ୍ଷା ଦେଇଥିଲେ, ଯାହା ଆଜି ବି ସ୍ମରଣୀୟ । କିନ୍ତୁ ଆଜିର ଯୁଗରେ ଏପରି ଘଟଣା ଘଟିବା ନିହାତି ଆଶ୍ଚର୍ଯ୍ୟଜନକ । ଏଥର କୌଣସି ମହିଳା ନୁହଁନ୍ତି, ବରଂ ଜଣେ ଯୁବକଙ୍କୁ ତାଙ୍କ ଚରିିତ୍ରର ପ୍ରମାଣ ଦେବାକୁ ଯାଇ ଅଗ୍ନି ପରୀକ୍ଷା ଦେବାକୁ…

ପୁଲିସର ବଡ଼ ସଫଳତା; ଯାଜପୁର ମୂର୍ତ୍ତୀ ଚୋର ରାକେଟ୍‌ର ପର୍ଦ୍ଦାଫାସ୍

ଯାଜପୁର: ଯାଜପୁର ଜିଲ୍ଲା ପୋଲିସର ବଡ ସଫଳତା। ମୂର୍ତ୍ତି ଚୋରୀ ରାକେଟର ପର୍ଦ୍ଦାଫାସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ମୂର୍ତ୍ତିଚୋରଙ୍କୁ ଗିରଫ୍ କରିଛି ଯାଜପୁର ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ। ଗିରଫ ଅପରାଧିଙ୍କ ଠାରୁ…

ଗୋପାଳକୁ ‘NIMHANS’ ନେବା ନେଇ କ୍ରାଇମବ୍ରାଞ୍ଚର ଆବେଦନ ପୁଣି ଖାରଜ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ ଖାରଜ ହୋଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦଲାତ ଗୋପାଳର ଅଧିକ ମାନସିକ ସ୍ଥିତି ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।…

ଏହି ଜିଲ୍ଲାର ପ୍ରତ୍ୟେକ ଥାନାରେ ଏତଲା ଦେଲା ବିଜେପି

ଭଦ୍ରକ: ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ଏତଲା ଦିଆଯାଇଛି। ପୁଲିସ ଯୋଜନା କରି କାର୍ଯ୍ୟକର୍ତ୍ତାକଙ୍କୁ ମାଡ଼ ମାରିଥିବା ବିଜେପି ଅଭିଯୋଗ କରିଛି। ଏନେଇ ଆଜି ଜିଲ୍ଲାର ସମସ୍ତ ଥାନାରେ ବିଜେପି କର୍ମୀ ପହଞ୍ଚି ଏତଲା…

ମାଆଙ୍କୁ ଭେଟିବାକୁ ଯାଇଥିଲେ, ଭାଇ ଫେରାଇ ଦେଲେ

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ମିଆରା ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଜୀବନରେ ଏବେ ଉଠିଛି ଝଡ଼ । ପତ୍ନୀଙ୍କ ଅଭିଯୋଗ ପରେ ବଢି ଚାଲିଛି ଅଡୁଆ । ପତ୍ନୀଙ୍କ ପରେ ଏବେ ଭାଇ ଭାଇଙ୍କ ସଂପର୍କରେ ପଡିଛି ଫାଟ । ଗତ ରାତିରେ ନୱାଜୁଦ୍ଦି ନିଜ…

ସୋନିଆ ଗାନ୍ଧୀ ଅସୁସ୍ଥ, ମେଡିକାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ୭୬ ବର୍ଷୀୟା ସୋନିଆ ଗାନ୍ଧୀ ପୁଣିଥରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କୁ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜର ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ହସ୍ପିଟାଲରେ ସୋନିଆଙ୍କୁ…

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି ବୋଲି ପଦ ହରାଇଲେ ସରପଞ୍ଚ

ଢେଙ୍କାନାଳ: ଭାଷା ପାଇଁ ପଦ ଗଲା । ଓଡ଼ିଆ ଭାଷା ଲେଖିବା ଓ ପଢ଼ିବାରେ ଅସମର୍ଥ ଯୋଗୁ ସରପଞ୍ଚ ପଦ ହରାଇଛନ୍ତି । ଏଭଳି ମାମଲା ଆସିଛି ଢେଙ୍କାନାଳ ଜିଲ୍ଲାରୁ । ସଦର ବ୍ଲକର ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଢେଙ୍କାନାଳ ଦୌରା ଜଜ ଅଯୋଗ୍ୟ ଘୋଷିତ କରିଛନ୍ତି ।…

ବାହାଘର କାର୍ଡ ବାଣ୍ଟିବା ନାଁରେ କରୁଥିଲେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଗଞ୍ଜେଇ ଚାଲାଣର ନୂଆ ତରିକା ସାମ୍ନାକୁ ଆସିଛି । ବାହାଘର କାର୍ଡ ବାଣ୍ଟିବା ନାଁରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ୩ ଜଣ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅନୁଗୁଳ ଜିଲ୍ଲା…

ନିଆରା ବ୍ରେକଅପ୍ କାହାଣୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ବ୍ରେକଅପ୍ ହେଲେ ​​ ସମସ୍ତଙ୍କୁ ଅଳ୍ପବହୁତ ଦୁଃଖ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ‘ଲେଟର୍‌ ଅଫ୍‌ କ୍ଲୋଜର୍‌’ ବା ‘ସମାପନ ପତ୍ର’ ଦେଇ କାହା ସହ ସଂପର୍କ ଭାଙ୍ଗିବା କଥା…

ଭୂଷଣଙ୍କ ମେଗା ବଜେଟ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିବେ ଅଲ୍ଲୁ ଅର୍ଜୁନ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଜବାନ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିପାରି ନ ଥିବା ଅଲ୍ଲୁ ଅର୍ଜୁନଙ୍କୁ ଏବେ ଆଉ ଏକ ମେଗା ବଜେଟର ଫିଲ୍ମ ଅଫର ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା ଷ୍ଟାରଙ୍କ ସହ ଟି ସିରିଜ ମୂଖ୍ୟ ଭୂଷଣ କୁମାର ଏକ ପ୍ୟାନ ଇଣ୍ଡିଆ ଫିଲ୍ମ କରିବା…