Latest Odisha News

BREAKING NEWS

ତିନି ‘ଏସ’ ଖେଳ କରିଦେଲେ, ଉତ୍ତରପୂର୍ବରେ କଂଗ୍ରେସ ନିରାଶ ହେବା ପରେ ଜୟରାମଙ୍କ ଆରୋପ

ନୂଆଦିଲ୍ଲୀ: ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି | ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବାବେଳେ ମେଘାଳୟରେ ବିଜେପି ନ୍ୟାସନାଲ ପିପୁଲସ ପାର୍ଟିକୁ ସମର୍ଥନ ଦେଇଛି । ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟରେ କଂଗ୍ରେସର ଶୋଚନୀୟ…

ସ୍ତ୍ରୀଙ୍କ ମୋବାଇଲ ନିଶା: ସ୍ୱାମୀ ପଛେ ଯାଉ, ସ୍ମାର୍ଟଫୋନ ମୋର ଥାଉ

ଗାଜିଆବାଦ: ସ୍ୱାମୀ ପଛେ ନଥାନ୍ତୁ, ମୋବାଇଲ ମୋର ଥାଉ । ପରିବାର ପରାମର୍ଶ କେନ୍ଦ୍ରରେ ମୋବାଇଲ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାକୁ ନେଇ ଫ୍ୟାମିଲି କାଉନସିଲର ଝାଳନାଳ ହେଲେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ । ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ…

ଆମ ସୀମାରେ ୟୁକ୍ରେନ ସେନା ପଶି ଆଖିବୁଜା ଗୁଳିବର୍ଷା କରିଛନ୍ତି: ପୁଟିନ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସେନା ଆମ ସୀମା ଭିତକୁ ପଶି ଆସି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଛନ୍ତି । ପୁଟିନ କହିଛନ୍ତି ଯେ ୟୁକ୍ରେନର ସୈନ୍ୟବାହିନୀର ଏକ ଟିମ…

ବିନା ଆଖୁରେ ଆଖୁ ରସ

ଆମ ରନ୍ଧାବଢ଼ାରୁ.... ଖରାଦିନ ଆସିଲେ ଥଣ୍ଡା ପାନୀୟର ଚାହିଦା ବଢ଼ିଯାଏ। ବଜାରରେ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ମୃଦୁ ପାନୀୟ ଅପେକ୍ଷା ପ୍ରକୃତି ଦତ୍ତ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ। ସେହି ପ୍ରାକୃତିକ ଥଣ୍ଡା ପାନୀୟ ମଧ୍ୟରୁ ଆଖୁରସ ବା ଆଖୁ ପଣା ଅନ୍ୟତମ। କିନ୍ତୁ ଇଚ୍ଛା ହେଲେ ଆଖୁ…

ଉଦାସୀ ବସନ୍ତର ବିଳାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବସନ୍ତର ଆଗମନ ଧରାପୃଷ୍ଠକୁ ସୁନ୍ଦର ଭାବରେ ସଜ୍ଜିତ କରୁଛି । ସତେ ଯେପରି ଏକ ଶିଶୁ ମନର ଦ୍ୱାରରେ ଠକ୍ ଠକ୍ କରୁଛି । ଯଦିଓ ଲୋକମାନେ ସେମାନଙ୍କର ବ୍ୟସ୍ତତାର ଶବ୍ଦରେ ବୁଡ଼ିଯାଇଥିବା ବେଳେ ତା'ର ଆଗମନକୁ ଶୁଣିପାରି ନଥାନ୍ତି । ଆମ ସାହିତ୍ୟରେ ବସନ୍ତର…

ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ପିଏଚ୍‌ଡି ଉପାଧି

ଭୁବନେଶ୍ୱର : ଓଡ଼ିଆ ଭାଷା ତଥା ସାହିତ୍ୟରେ ଉଚ୍ଚତର ଗବେଷଣା କରି ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଉପାଧି ଲାଭ କରିଛନ୍ତି । ବିଗତ ପାଞ୍ଚ ବର୍ଷ ଧରି ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ବିଷୟ ଉପରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

କବିତା : ଫଗୁଣ ଆସୁଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଛନ୍ନ । ପହିଲି ବସନ୍ତ ନିଆରା ମଳୟ ଆଣୁଛି ଚୋରା ଚଇତି ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ କାର୍ତ୍ତିକ ମାସ ପବିତ୍ର ପଞ୍ଚକର ଆଜି ତୃତୀୟ ଦିବସ ଅର୍ଥାତ ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ। କାଲି ଶ୍ରୀଜୀଉମାନଙ୍କର ହୋଇଥିଲା ବାଙ୍କଚୂଡ଼ ବେଶ ବା ବାମନ ବେଶ…