Latest Odisha News

BREAKING NEWS

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

ଭୁବନେଶ୍ୱର: ବିଧାନସଭା ଘେରାଉ ବେଳେ ବିଜୁ ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଆଜି ବିଜେପି ଏତଲା ଦେଇଛି । ଦଳ କହିଛି, ଓଡ଼ିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ…

ଡ଼େଲିଭରି ବୟଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷ ପୁରୁଣା ମୃତଦେହ

ଫୁଡ଼ ଡ଼େଲିଭରି ବୟର କ୍ୟାରି ବ୍ୟାଗରୁ ଧରାପଡ଼ିଲା ୮୦୦ ବର୍ଷ ପୁରୁଣା ମୃତଦେହ ବା ମମି । ସନ୍ଦେହବଶତଃ ପୋଲିସ ଡ଼େଲିଭରି ବୟକୁ ପଚରାଉଚରା କରିବା ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ପେରୁ…

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ ଉମେଶ…

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

ଭୁବନେଶ୍ୱର: କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି । କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା…

ଇନ୍ଦୋର ପିଚକୁ ଖରାପ କହିଲା ଆଇସିସି

ଇନ୍ଦୋର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଇନ୍ଦୋର ପିଚକୁ ଅତି ନିମ୍ନମାନର ବୋଲି ଶୁକ୍ରବାର କହିଛି । ଏଠାରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଆଇସିସି ପିଚକୁ ୩ ଡିମେରିଟ ପଂଏଟ ଦେଇଛି । ପିଚ ଏତେ…

ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର, ଶୋ’ ରୁମ୍ ଭିତରକୁ ମାଡ଼ିଗଲା

ପାର୍କିଂରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ନେଇ ଘଟିଲା ଅଜବ ଘଟଣା । ହଠାତ୍ ଷ୍ଟାର୍ଟ ହେଲା ଓ ଗଡ଼ିବା ଆରମ୍ଭ କଲା ଟ୍ରାକ୍ଟରଟି । କିଏ କିଛି ବୁଝିବା ଆଗରୁ ଜୋତା ଶୋରୁମ ଭିତରକୁ ମାଡ଼ିଗଲା । ଜୋତା ଶୋରୁମ୍‌ର କ୍ଷତି ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ନିହାତି ସାଧାରଣ ଘଟଣା ହେଲେ ବି…

‘ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ’ ଏବଂ ‘ମୋ ସ୍କୁଲ ଅଭିଯାନ’କୁ ପ୍ରଶଂସା କଲା…

ଭୁବନେଶ୍ୱରଂ: ରାଜ୍ୟ ସରକାରଙ୍କ ୫ଟି “ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ”ଏବଂ“ମୋ ସ୍କୁଲ ଅଭିଯାନ”କୁ ପ୍ରଶଂସା କରିଛି ଦିଲ୍ଲୀସ୍ଥିତ “ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ”(ଏସ୍‌.ସି.ଇ.ଆର୍‌.ଟି.) ।ଏହି ପରିଷଦର ଏକ ୧୦ ଜଣିଆ ଟିମ୍‌ ଶୁକ୍ରବାର “ମୋ ସ୍କୁଲ” ରାଜ୍ୟ କାର୍ଯ୍ୟାଳୟ…

ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଲେସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ମସ୍କୋ: ପୂର୍ବତନ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ ବିୟାଲିଆତସ୍କିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ବେଲାରୁଷର ଏକ କୋର୍ଟ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବିକ୍ଷୋଭ ପାଇଁ ବେନିୟମ ଭାବେ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ…

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି, ବିଜେପି ମୁହାଁମୁହିଁ; ବିଜେପି କହିଲା ‘ନାଟକ କରୁଛନ୍ତି ରାଜ୍ୟ…

ଭୁବନେଶ୍ୱର: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦf ସରକାରଙ୍କ କୌଣସି ଭୂମିକା ନାହିଁ । ଏ କଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ…

୨୭ ବର୍ଷ ହେଲା ଧାରଣାରେ ବସିଛନ୍ତି ଶିକ୍ଷକ : ପୂରଣ ହେଉନି ଦାବି

ନିଜର ଅଧିକାର ପ୍ରସଙ୍ଗରେ ଦାବି ଉପସ୍ଥାପନା ପାଇଁ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଧାରଣାରେ ବସିବା ସ୍ୱାଭାବିକ । ଏମିତି ଘଟଣା ନିୟମିତ ଭାବେ ଆମ ସାମ୍ନାକୁ ଆସେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ଦାବି ପୂରଣ ପାଇଁ ୨୭ ବର୍ଷ ହେଲାଣି…