ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଗିରଫ ହେଲେ ଯୁବକ
ନୂଆଦିଲ୍ଲୀ: ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗିରଫ ହୋଇଛନ୍ତି । ବ୍ୟକ୍ତିଜଣକ ନିଶାଶକ୍ତ ଥିବା କୁହାଯାଉଛି ।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୬ଇ ୩୦୮ ନମ୍ବର ଦିଲ୍ଲୀ ବେଙ୍ଗାଲୁର ଇଣ୍ଡିଗୋ ଫ୍ଲାଇଟ ଶୁ୍କ୍ରବାର…