Latest Odisha News

BREAKING NEWS

ଖାଦ୍ୟନଳୀ ଜନିତ ବିଭିନ୍ନ ଜରୁରୀକାଳୀନ ସମସ୍ୟାର ଚିହ୍ନଟ ଓ ନିରାକରଣ ସମୟର ବଡ଼ ଆହ୍ବାନ

ଭୁବନେଶ୍ୱର: ପାକସ୍ଥଳୀ ତଥା ଖାଦ୍ୟନଳୀଜନିତ ବିଭିନ୍ନ ସମସ୍ୟା ଯେକୌଣସି ଡାକ୍ତରଖାନାରେ ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିର ଏକ ପ୍ରମୁଖ ଅଂଶ ଅଟେ। ଏଥିସହିତ ବିଭିନ୍ନ କାରଣରୁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି ଯକୃତଜନିତ ନାନା ସମସ୍ୟା। ଏହି କାରଣରୁ ଲିଭର ଫେଲ୍‌ ସହିତ ମସ୍ତିଷ୍କ ଅକାମୀ…

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ…

ନ ଥିବ ଭିଡ, ନ ଥିବ ଠେଲାପେଲା- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା

ପୁରୀ:ଏଣିକି ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ପାଇବେ ଦିବ୍ୟାଙ୍ଗ । ଆଉ ଠେଲାପେଲାର ସାମ୍ନା କରିବେ ନାହିଁ । ଦିବ୍ୟାଙ୍ଗମାନେ ବାହାର କାଠ ନିକଟରୁ  ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇ ପାରିବେ । ଥରେ ନୁହେଁ, ଦିନକୁ ଦୁଇଥର ଏହି ଦର୍ଶନ ମିଳିବ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ…

ବଜାରକୁ ଆସିଲା ‘ଶାକା ଲାକା ବୁମ୍ ବୁମ୍‌’ ପେନ୍‌

୨୦୦୦ ମସିହାରେ ପ୍ରସାରିତ ହୋଇଥିଲା ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍‌’, ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ସଞ୍ଜୁ ନାମକ ଜଣେ ବାଳକ ଏକ ପେନ୍‌ସିଲ ବ୍ୟବହାର କରୁଥିଲା, ଯେଉଁଥିରେ ସେ ଆଙ୍କୁଥିବା ଚରିତ୍ରଗୁଡ଼ିକ ବାସ୍ତବ ରୂପ ନେଉଥିଲେ । ସେତେବେଳେ ଏହି ପେନ୍‌ସିଲର…

କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସାଧାରଣ ଜୀବନରେ ଯେଉଁ କୋଟି କୋଟି ମାଆ ସଂଗ୍ରାମ ଜାରି ରଖିଛନ୍ତି ଏବଂ…

ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ଅଫିସର ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଲା ଜଗନ୍ନାଥ ସେନା

ପୁରୀ: ଭାରତୀୟ ସେବା ଅଧିକାରୀଣି ରେଶମା ଲଖାନୀ ଶ୍ରୀମନ୍ଦିର ଭିତରକୁ ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଛି ଜଗନ୍ନାଥ ସେନା । ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ସିଂହଦ୍ୱାରରେ ଲିଖିତ ଅଭିଯୋଗ ଦାୟର କରାଯାଇଛି । ଗତ ୨୪ ତାରିଖ ଦିନ ଭାରତୀୟ ରାଜସ୍ବ ସେବା ଅଧିକାରୀଣି ରେଶମା ଲଖାନୀ…

ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପୁରୀ(ସନ୍ତୋଷ ଦାଶ): କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ଲୁହ ଆଉ କୋହକୁ ସମ୍ବରଣ କରିପାରୁ ନ ଥିଲେ  ଉପସ୍ଥିତ ସିନେପ୍ରେମୀ,ଶୁଭେଛୁ ଓ କଳାକାର । ଏହି ଲୁହ ଆଉ କୋହ କହୁଥଲା କେତେ ଆପଣାର ଥିଲେ ପିଣ୍ଟୁ ନନ୍ଦ ।  ବେଳାଭୂମିରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛି ଓଲିଉଡ ଅଭିନେତା…

ଓସ୍କାର ଉତ୍ସବରେ ଦୀପିକା ହେବେ ଉଦ୍‌ଘୋଷିକା

ମୁମ୍ବାଇ: ମର୍ଯ୍ୟାଦାଜନକ ଫିଲ୍ମ ଆୱାର୍ଡ଼ ‘ଓସ୍କାର ୨୦୨୩’ରେ ଉଦ୍‌ଘୋଷିକା ଭାବେ ନଜରକୁ ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଢେର ଚର୍ଚ୍ଚା ହେଉଛି । କାରଣ ଇଏ ଏମିିତି ଏକ ମଞ୍ଚ ଯେଉଁଠି ଉଦ୍‌ଘୋଷିକା ଭାବେ ଯୋଗ ଦେବା ପାଇଁ କ୍ୱଚିତ୍ ଅଭିନେତା…

କର୍ଣ୍ଣାଟକରେ ୩୦୦ ଏକର ବ୍ୟାପ୍ତ ଫ୍ୟାକ୍ଟ୍ରିରେ ତିଆରି ହେବ ଆଇଫୋନ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି

ବେଙ୍ଗାଲୁରୁ: ଧୀରେ ଧୀରେ ଚୀନରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ…

ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ତାଗିଦ; ଚାଲିଲା ହାଇ ଭୋଲଟେଜ ଡ୍ରାମା

ଢେଙ୍କାନାଳ: ମୁହାଁମୁହିଁ ହୋଇଥିଲେ ଯନ୍ତ୍ରୀ-ମନ୍ତ୍ରୀ । ଯନ୍ତ୍ରୀଙ୍କ କାମରେ ଅବହେଳା ଓ ଅସହଯୋଗ ନେଇ ବର୍ଷିଥିଲେ ମନ୍ତ୍ରୀ । ଯନ୍ତ୍ରୀ କର୍ମକ୍ଷେତ୍ରରେ ରହୁ ନ ଥିବା ନେଇ କଡା ତାଗିଦ କରିଥିଲେ ଜିଲ୍ଲାପାଳ । ଏମିତି ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା…