ଶେଷ ହେଲା ଯୁକ୍ତ ଦୁଇ ପରୀକ୍ଷା, ଏପ୍ରିଲ ୧୦ରୁ ମୂଲ୍ୟାୟନ; କପି କରି କେତେ ଧରାପଡ଼ିଲେ?
ଭୁବନେଶ୍ୱର: ଶେଷ ହୋଇଛି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା। ଏପ୍ରିଲ ୧୦ରୁ ଆରମ୍ଭ ହେବ ଉତ୍ତର ଖାତା ମୂଲ୍ୟାୟନ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍ ୧୦ରୁ ୨୨…