ଭଦ୍ରକରେ ବନ୍ୟା ସ୍ଥିତି; ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା
ଭଦ୍ରକ: ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍କୁଲ ଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।
ଧାମନଗର ବ୍ଲକ ଅନ୍ତର୍ଗତ ସାହାଡା, ଅର୍ଜୁନପୁର, ହସିନାବାଦ ଏବଂ ପ୍ରଧାନୀ ପଞ୍ଚାୟତର ପ୍ରାୟ ୨୫ଟି ସ୍କୁଲ…