Latest Odisha News

BREAKING NEWS

Jewar airport: ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; କହିଲେ-ଏହା ଯୁବପିଢ଼ିଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଜେୱରରେ ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର (ଜେୱର ବିମାନବନ୍ଦର)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ଦିଲ୍ଲୀ-ଏନସିଆରରେ ଦ୍ୱିତୀୟ ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

CHSE Odisha: ସରିଲା +୨ ପରୀକ୍ଷା; ୫ ହଜାର ପିଲା ରହିଲେ ଅନୁପସ୍ଥିତ

ଭୁବନେଶ୍ୱର: ଆଜି ସରିଲା CHSE ପରିଚାଳିତ +୨ବର୍ଗର ସମସ୍ତ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ସବୁ ବର୍ଗରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫ ହଜାର ପିଲା ଅନୁପସ୍ଥିତ ଥିଲେ। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି…

ଭୁବନେଶ୍ଵରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ ଫେୟାର ଏବଂ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ଵରରେ ଆରମ୍ଭ ହେଲା ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ ଫେୟାର ଏବଂ ହୋମ୍ ଆଣ୍ଡ ଡେକୋର ଏକ୍ସପୋ । ଜି.ଏସ୍. ମାର୍କେଟିଂ ଆସୋସିଏଟ୍ସ ଏବଂ ଓଡ଼ିଶା ଡେଭଲପର୍ସ ଫେଡେରେସନ୍ (ଓଡିଫେଡ୍) ଦ୍ୱାରା ଏହା ଆୟୋଜିତ ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର…

ନୟାଗଡ଼ ଭୟଙ୍କର ବସ୍ ଦୁର୍ଘଟଣା; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଘାଟି ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।…

ଡାଇବେଟିସ୍ ରୋଗୀଙ୍କ ପାଇଁ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠାରୁ ଭରସାଯୋଗ୍ୟ ଔଷଧ 'ମେଟଫର୍ମିନ୍' (Metformin) କୁ ନେଇ ଆସିଛି ଏକ ଚମକାଇଲା ଭଳି ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିଥିଲେ ଯେ ଏହି ଔଷଧ କେବଳ ଲିଭର୍ କିମ୍ବା ପାକସ୍ଥଳୀ ଉପରେ କାମ କରେ, କିନ୍ତୁ ନୂଆ ଗବେଷଣା କହୁଛି- ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଇତିହାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର 'ୱଣ୍ଡର ବୟ' କୁହାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଶୁକ୍ରବାର ବୈଭବଙ୍କୁ ୧୫ ବର୍ଷ ପୂରିବା ସହିତ ସେ ବିଧିବଦ୍ଧ ଭାବେ ଭାରତୀୟ ସିନିୟର ଦଳ ପାଇଁ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ,…

ଭାରତରେ ପୁଣି ଲାଗିବ କି ଲକଡାଉନ୍! କ’ଣ କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ?

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ଭଳି ପରିସ୍ଥିତି ଏବଂ ଲକଡାଉନ୍ ଲଗାଯିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଛି। ବିଶେଷ କରି LPG ବା ରନ୍ଧନ ଗ୍ୟାସ୍‌ର ଅଭାବ ଏବଂ ଅର୍ଥନୈତିକ କଟକଣାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଛି। କିନ୍ତୁ ଏବେ କେନ୍ଦ୍ର ସରକାର ଏହି ସବୁ ଗୁଜବ…

Middle East War: ଏପର୍ଯ୍ୟନ୍ତ ଗଲାଣି ୭ ଜଣ ଭାରତୀୟଙ୍କ ଜୀବନ, ଜଣେ ନିଖୋଜ…ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ସରକାର…

ନୂଆଦିଲ୍ଲୀ: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଭାରତରେ ଗ୍ୟାସ ଏବଂ ତୈଳ ଅଭାବର ରିପୋର୍ଟ ଉଠୁଛି। ତଥାପି, ସରକାର ଦାବି କରୁଛନ୍ତି ଯେ ତେଲ ଏବଂ ଗ୍ୟାସର କୌଣସି ଅଭାବ ନାହିଁ। ଏହି ସମୟରେ,…