Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଭିତରେ ଜଡ଼ିତ "ଦୁର୍ଗା ମାଧବ "ଉପାସନା ବିଷୟରେ ଆଲୋଚନା କଲେ।  ଜାଣିଲେ "ଶାକ୍ତ ଗୁଣ୍ଡିଚା "ର ପ୍ରକୃତ ସ୍ୱରୂପ ଓ ରୀତିନୀତି, ତେଵେ ଆସନ୍ତୁ…

ଆଜିଠୁ ସଂସଦର ବଜେଟ ଅଧିବେଶନ: ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ବିରୋଧୀ ଦଳ ଆଦାନୀ ଗ୍ରୁପ୍, ଜାତି ଭିତ୍ତିକ ଗଣନା ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ ସଂସଦରେ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ…

‘ଫେବୃଆରୀରେ ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର’

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଥିବା ଓଡି଼ଶା ନେତା ଫେରିଛନ୍ତି। ସୋମବାର ଅପରାହ୍ନରେ କେସିଆରଙ୍କ ଚାଟାର୍ଡ ବିିମାନ ଭୁବନେଶ୍ୱରରେ ଏହି ନେତାଙ୍କୁ ଛାଡିଥିଲା। ଏହାପରେ ଉତ୍ସାହିତ ଥିବା ବିଆରଏସ ନେତା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ 1…

ଜେଲ୍ ଗଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା (ରୋଶନ):  ଜେଲ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା…

ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…

ପିକଅପ ଓଲଟି ୧୭ ଗୁରୁତର, ଡ୍ରାଇଭର ଫେରାର

ଭବାନୀପାଟଣା (ରଜନୀକାନ୍ତ ମିଶ୍ର): ପିକଅପ ଓଲଟି ୧୭ ଗୁରୁତର। ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଆଜି ସଂଧ୍ୟାରେ ଏକ ପିକଅପ ଗାଡି ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି। ପିକଅପରେ ଥିବା ୧୭ ଜଣ ଯାତ୍ରୀ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ…

ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ।  ଧର୍ମାନ୍ତରୀକରଣ ଆଇନକୁ…

ଦୁର୍ଘଟଣା ପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ (ଆଶୁତୋଷ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ 12 ଚକିଆ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଯାଇଛନ୍ତି ଟ୍ରକ ଡ୍ରାଇଭର। ବଡଝରା…

ଏପ୍ରିଲ ପହିଲାରୁ ରାସ୍ତାରେ ଗଡ଼ିବ ନାହିଁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି: ଗଡକରୀ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏପ୍ରିଲ ୧ ରୁ ପନ୍ଦର ବର୍ଷରୁ ଅଧିକ ପୁରୁଣା ହୋଇଥିବା ୯ ଲକ୍ଷ ସରକାରୀ ଗାଡି ରାସ୍ତାରେ ଆଉ ଗଡିବ ନାହିଁ। ଏହି ଗାଡି ସ୍ଥାନରେ ନୂଆ ଗାଡି ଚାଲିବ। ଏହି ଗାଡିଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାର, ପରିବହନ…

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ବିରୋଧୀ ଘେରିବା ପରେ କୋର୍ଟକୁ ସରକାରଙ୍କ ଚିଠି

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟକୁ ରାଜ୍ୟ ସରକାର ଏକ ଚିଠି ଲେଖିଛନ୍ତି। ରେଜିଷ୍ଟାରଙ୍କୁ ସରକାର ଚିଠି ଲେଖି ଏହି ମାମଲାର ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମନିଟରିଂ କରିବାକୁ ନିବେଦନ କରାଯାଇଛି। ତଦନ୍ତର ସ୍ୱଚ୍ଛତା ପାଇଁ ଜଣେ ବିଚାରପତି…