Latest Odisha News

BREAKING NEWS

ବକ୍ସ ଅଫିସ୍‌ର ବାଜିଗର ବନିଲେ ଶାହାରୁଖ

ବ୍ୟୁରୋ : ଦୁନିଆ ସାରା ଲୋକ ଏବେ ଶାହାରୁଖଙ୍କ କ୍ରେଜରେ ଦିୱାନା । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି । ଜବରଦସ୍ତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ଏବେ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି।…

ପାଣ୍ଡ୍ୟା, ଦ୍ରାବିଡ ଦାବୀ କଲେ ଧୀମା ପିଚ: ଫସିଗଲେ କ୍ୟୁରେଟର

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚର ପିଚକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଲୋ ସ୍କୋରିଂ ମ୍ୟାଚକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇ ମଧ୍ୟ ପିଚ କ୍ୟୁରେଟର ସୁରେନ୍ଦ୍ର କୁମାରଙ୍କୁ ହଟେଇ ସଞ୍ଜୀବ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟିମ…

ଖାଦ୍ୟ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ଅଭୟଚାନ୍ଦପୁର : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ପାରାଦୀପ ଅଭୟଚାନ୍ଦପୁର ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ନାବାଳିକା ଜଣକ ଘର ପାଖରେ ହେଉଥିବା ବାହାଘର ଭୋଜିରେ ବୁଲୁଥିବା ବେଳେ ଅଭିଯୁକ୍ତ  ସନିଆ ବେହେରା ତାକୁ କୁରୁକୁରି ଦେବାକୁ କହି  ସାଙ୍ଗରେ…

ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍‌‌ ଜେନେରାଲ ମ୍ୟାନେଜର

ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌‌ ଲିମିଟେଡ୍‌‌(ଟିପିଏସଓଡିଏଲ୍‌‌)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୁରୀ ଏବଂ ଗଞ୍ଜାମ ଜିଲାର ୧୦ଟି ସ୍ଥାନରେ ଚଢ଼ଉ ଚାଲିଛି। ଚଢ଼ଉରେ ଜଣେ…

ପାକିସ୍ତାନ ମସ୍‌ଜିଦ୍‌ରେ ବିସ୍ଫୋରଣ; ଦିନିକିଆ ରାଜ୍ୟବ୍ୟାପୀ ଶୋକ ପାଳନ

ଇସ୍‌ଲାମାବାଦ୍‌ : ପୁଣି ଥରିଲା ପାକିସ୍ତାନ । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ବଡ଼ ଧରଣର ବିସ୍ପୋରଣ ଘଟିଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ ବୃଦ୍ଧି ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,  ମସ୍‌ଜିଦ୍‌ରେ ନମାଜ ବେଳେ ଏହି ବିସ୍ଫୋରଣ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକା ଅସିଦ୍ଧ ଘୋଷଣା: ହେବ ସାନି ତାଲିକା

ଭୁବନେଶ୍ୱର : ଘୋଷଣା ହେବ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’  । ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପୁଣି ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପାଇଁ ମନୋନୟନ କରାଯିବ  । ଏନେଇ ଓଡ଼ିଆ‌ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଛି। ୨୦୧୯…

ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ନୂଆଦିଲ୍ଲୀ : ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ…

ଭାଷା ଭାଗବତ : ସପକ୍ଷ, ବିପକ୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କ୍ଷମତା ଆଉ ଅଧିକାର ଥିଲେ ଦିଶଇ ଚମତ୍କାର କିଂତୁ ନ କଲେ ବ୍ୟବହାର ଉନ୍ନତି ହୁଏନି କାହାର କ୍ଷମତା ଅଳଂକାର ଭଳି ନିୟମିତ ପାରେନି ଚଳି କେବଳ ରହେ ସୁରକ୍ଷିତ କରେନି କେବେ କାହା ହିତ…

କେଶ ପାଇଁ ଉପକାରୀ ‘ମେଥି’…. ଔଷଧ ଭଳି ଦେଇଥାଏ କାମ

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ  । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍‌‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍‌‌ ଓ ଅନ୍ୟ ଭିଟାମିନ…

ଡାର୍କ ଚକୋଲେଟ୍‌ ଦେହ ପାଇଁ ଉପକାରୀ…

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  ।  ଚକୋଲେଟ୍‌ ପାଟିକୁ ବହୁତ ଭଲ ଲାଗେ  । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ବାରଣ କରିଥାଆନ୍ତି  । କାରଣ ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ  ।…