ପାକିସ୍ତାନ ନୂଆ ସେନାମୁଖ୍ୟଙ୍କ ମୁଣ୍ଡ ବିନ୍ଧାର କାରଣ ଭାରତ ନୁହେଁ ଇମ୍ରାନ ଖାନ୍
ଇସଲାମବାଦ: ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗୋଟିଏ ପଟେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ସୀମାକୁ ନିଜ ଅଂଚଳ କହି ପଶିଆସୁଛି ତାଲିବାନ । ସିନ୍ଧ୍, ବାଲୁଚିସ୍ତାନରେ ସେନା, ସରକାର ବିରୋଧୀ ଲଢ଼େଇ ଲାଗିରହିଛି । ସେପଟେ …