ଭାଷା ଭାଗବତ : ଆମର ଧୈର୍ଯ, ଦଂଭ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନ, ବଚନ ହେଲେ ଯୋଡ଼ି
ଭାବନା ପାରେ ଜଣେ କାଢ଼ି
ଲେଖେ ଅକ୍ଷର ଧାଡ଼ି ଧାଡ଼ି
ସୁଚିଂତା, ଦୁଶ୍ଚିଂତା ସଜାଡ଼ି
ଏପରି ଭାଷା ପାରେ ବଢ଼ି
ଖାଲ ଓ ଢିପ ସବୁ ମାଡ଼ି
ସବୁ ଧରି, କିଛି ନ ଛାଡ଼ି
ରହେନି ମଲା ପରି ପଡ଼ି
ଭାଷାର…