୨୫ ବର୍ଷ ଭିତରେ ଭାରତ ହେବ ୪୦ ଟ୍ରିଲିୟନ ଡଲାର ଅର୍ଥନୀତି: ମୁକେଶ ଅମ୍ବାନୀ
ଗାନ୍ଧୀନଗର: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଭାରତ ଆହୁରି ବିକଶିତ ହେବ । ସ୍ବାଧୀନତାର ଶହେ ବର୍ଷ ପାଳନ ବେଳକୁ ଭାରତ ହେବ 40 ଟ୍ରିଲିୟନ ଡଲାର ଅର୍ଥନୀତି । 2047 ସୁଦ୍ଧା ଭାରତ 40 ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ଏବଂ ବିଶ୍ୱର ଶ୍ରେଷ୍ଠ ତିନୋଟି…