Latest Odisha News

BREAKING NEWS

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…

ବାଇକ ଉପରେ ମାଡ଼ିଗଲା ବସ୍‌, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ସୁବର୍ଣ୍ଣପୁର : ଦେବାଳୟ ଯିବା ବାଟରେ ଅଘଟଣ  । ଗତରକେଲା ଶିବମନ୍ଦିରକୁ ଯାଉଥିଲେ ସ୍ବାମୀ ସ୍ତ୍ରୀ ହଠାତ୍‌ ସାମ୍ମାରୁ ମାଡ଼ି ଆସିଲା ବସ୍‌ । ବସ୍‌ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ  । ଏହି ଦୃଶ୍ୟ କଲାପଥର ଛକ ନିକଟରେ ଦେଖିବାକୁ ମିଳିଛି  । ସୂଚନା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀ ନିଜ…

ବିଜେଡି କର୍ମୀଙ୍କ ନାଁରେ ମାଡ଼ ଅଭିଯୋଗ ଆଣିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର : ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।  ଏନେଇ ପଦ୍ମପୁରରେ ପ୍ରେସମିଟ କରିଛନ୍ତି ପ୍ରଦୀପ । ଏନେଇ ସୂଚନା ଦେବା ବେଳେ କାନ୍ଦି ପକାଇଥିଲେ ପ୍ରଦୀପ ପୁରୋହିତ । ବିଜେପି…

ଆପଣ କରଜରୁ ମୁକ୍ତି ପାଇବାକୁ ଚାହଁଛନ୍ତି କି ତେବେ ଆପଣାନ୍ତୁ ଏହି ୫ଟି ଉପାୟ ….

ନୂଆଦିଲ୍ଲୀ : ଋଣ ବା କରଜ କରିବାକୁ କୌଣସି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ । ହେଲେ ଏହି ଋଣ କରିବାକୁ ମଣିଷକୁ ପରିସ୍ଥିତି ବାଧ୍ୟ କରାଇଥାଏ  । ତେବେ ଏହି ପରିସ୍ଥିତିରେ ପଡ଼ି ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳ ମଧ୍ୟରେ କରଜ କରିଥାନ୍ତି । କିଛି ବ୍ୟକ୍ତି ନିଜ ପରିବାରର ସୁଖ ସୁବିଧା ପାଇଁ…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ; ସାମ୍ନାକୁ ଆସିଲା ଶେଷ ଚାର୍ଟିଂ

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର କେସରେ ନୂଆ ଟୁଇଷ୍ଟ । ହତ୍ୟାର କିଛି ସମୟ ପୂର୍ବରୁ ଶ୍ରଦ୍ଧା  ଅନୁମାନ କରିସାରିଥିଲେ  ତାଙ୍କ ସହ କ’ଣ ହେବାକୁ ଯାଉଛି । ସାମ୍ନାକୁ ଆସିଛି ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡର କିଛି ସମୟ ପୂର୍ବର ଚାର୍ଟିଂ । ଶ୍ରଦ୍ଧା ମୃତ୍ୟୁର କିଛି ଘଣ୍ଟା ପୁର୍ବରୁ ଅର୍ଥାତ୍ ୪ଟା ୩୪ରେ…

ଫିଫା ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସର ବୃହତ ବିଜୟ

ଦୋହା: ପୂର୍ବତନ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଡିର ଏକ ମୁକାବିଲାରେ ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଓଲିଭର ଗିରୋଡ ଦଳର ୨ଟି ଗୋଲ ସ୍କୋର କରି ଦଳର ବିଜୟରେ ଷ୍ଟାର ସାଜିଥିଲେ । ମ୍ୟାଚ…

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୁବନେଶ୍ୱର: ବିସ୍ଫୋରଣରେ ଥରି ଉଠିଲା ଓଡ଼ିଶାର ୩ ଜିଲ୍ଲା । ବୁଧବାର ରାଜ୍ୟର ୩ ଜିଲ୍ଲା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ବଡ଼ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ପ୍ରାଣ ବିକଳରେ ଯିଏ ଜୁଆଡ଼େ ପାରିଥିଲେ ଧାଇଁଥିଲେ । ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ୩…

ଅନ୍ତ ହେବ କି ପନ୍ତଙ୍କ ଟି୨୦ କ୍ୟାରିୟର ?

ନୂଆଦିଲ୍ଲୀ: ଅନ୍ତ ହୋଇଯିବ କି ରିଷଭ ପନ୍ତଙ୍କ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟର । ବାରମ୍ବାର ଖରାପ ପ୍ରଦର୍ଶନ ଚୟନ କମିଟିର ଚିନ୍ତା ବଢ଼ାଉଛି । ଦଳର ଟ୍ରମ୍ପ କାର୍ଡ ଏବେ ଅଲୋଡା ହୋଇ ପଡିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ପନ୍ତଙ୍କ ବ୍ୟାଟ ଚୁପ ରହିଥିଲା । ଆଇପିଏଲର ରାଜା…

ଆସାମ-ମେଘାଳୟ ରକ୍ତାକ୍ତ ସଂଘର୍ଷ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

ଦିଶପୁର: ଆସାମ ଓ ମେଘାଳୟ ମଧ୍ୟରେ ଲାଗି ରହିତିବା ସୀମା ବିବାଦ ଗତକାଲି ଉଗ୍ର ରୂପ ନେଇଛି । ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ହିଂସା ମୋଡ ନେଇଛି । ପୋଲିସର ଗୁଳି ମାଡରେ ପରେଷ୍ଟ ଗାର୍ଡଙ୍କ ସମେତ ୫ ଜଣ ସ୍ଥାନୀୟ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି । ହିଂସାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ…

ମୁମ୍ୱାଇ ଚିଡ଼ିଆଖାନାରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ୩ ପେଙ୍ଗୁଇନ୍ ଶାବକ

ମୁମ୍ୱାଇ: ପେଙ୍ଗୁଇନ ଦେଖିବା ପାଇଁ ଆମକୁ କୌଣସି ଶୀତପ୍ରଦେଶକୁ ଯିବାକୁ ପଡିବନି । ମୁମ୍ୱାଇ ଚିଡ଼ିଆଖାନାରେ ଜନ୍ମ ନେଇଛନ୍ତି ୩ଟି କୁନି ପେଙ୍ଗୁଇନ ଶାବକ । ନାଁ ଆଲେକ୍ସା, ଫ୍ଲାସ୍ ଓ ବିଙ୍ଗୋ । ସେମାନଙ୍କୁ ଦେଖିବା ପାଇଁ ଚିଡିଆଖାନାକୁ ଛୁଟିଛନ୍ତି ଦର୍ଶକ । ବାଇକୁଲା ଜୁ’ ର ବାୟୋଲୋଜିଷ୍ଟ…