Latest Odisha News

BREAKING NEWS

ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜେଲ୍ ଭିତରେ ସୁସ୍ୱାଦୁ ଖାଦ୍ୟ ଖାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ରଙ୍କ ଆଉ ଏକ ଭିଡିଓ ଭାଇରାଲ । ଜେଲ ଭିତରେ ସିସିଟିଭି ଫୁଟେଜ୍ ଭାଇରାଲ୍ ।  ମନ୍ତ୍ରୀ ବସିଛନ୍ତି ଚୌକିରେ  । ଖଟ ଉପରେ ରହିଛି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ପ୍ଲାଷ୍ଟିକ କଣ୍ଟେନରରେ ଫଳମୂଳ ଓ ସାଲାଡ୍ ସାଙ୍ଗକୁ…

ପିଶାଚ ସାଜିଲା ପୁଅ, ପରିବାରର ୪ ସଦସ୍ୟଙ୍କୁ ଛୁରି ଭୁଶି କଲା ହତ୍ୟା

ନୂଆଦିଲ୍ଲୀ : ରକ୍ତମୁଖା ହେଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ଛାଡ଼ିଲାନି ନିଜ ବାପା, ମା, ଜେଜେମା, ଏବଂ ନିଜ ଭଉଣୀକୁ ସମସ୍ତଙ୍କୁ ଛୁରୀ ଭୁଶି ହତ୍ୟା କଲା । ଏଭଳି ଅମାନବୀୟ କାଣ୍ଡ ଘଟିଛି ଦିଲ୍ଲୀର ସାଉଥ ଓ୍ବେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର । ବଇରି ସାଜିଲା ଜନ୍ମକଲା ପୁଅ । ନିଜ ପରବାରର…

ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ ଅକ୍ଷୟ ପରିଜା

ଭୁବନେଶ୍ୱର :  ଆଜି ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା  । ବଡିଗାର୍ଡମାନଙ୍କ ସହିତ ପରା ସୁରକ୍ଷା ବଳୟ ମଧ୍ୟରେ ସେ ଇଡି ଅଫିସରେ ପହଞ୍ଚିଥିଲେ । ତେବେ କେଉଁ କେଉଁ କାରଣରୁ ତାଙ୍କୁ ଇଡି ଡାକିଛି ପ୍ରଶ୍ନରେ ଉତ୍ତର ନଦେଇ ଓଲଟା ଗଣମାଧ୍ୟମ ଉପରେ ଉଠାଇଥିଲେ ପ୍ରଶ୍ନ ।…

ସୁରଟରେ ଓଡ଼ିଆ ଭୋଟର କାହାକୁ ଏଥର ଦେବେ ଭୋଟ?

ସୁରଟ: ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ସାତ ଦିନ ରହିଲା । ଏହି ସାତ ଦିନ ଭିତରେ ଗୁଜରାଟବାସୀ କାହାକୁ ଭୋଟ ଦେବେ ତାହାର ନିର୍ଣ୍ଣୟ ନେବେ । ତେବେ ଗୁଜରାଟରରେ ଓଡ଼ିଆ ଭୋଟର କାହାକୁ ଏଥର ଭୋଟ ଦେଉଛନ୍ତି ତାହକୁ ନେଇ ସୁରଟରେ ବେଶୀ ଚର୍ଚା । କାରଣ ଏହି ସୁଟରକୁ ମିନି ଓଡ଼ିଶା ମଧ୍ୟ କୁହାଯାଉଛି…

ଆଜିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା

କଟକ: ଆଜିଠୁ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ  ହୋଇଛି । ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ବୌର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା…

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଓ ଗାନ୍ଧୀବାଦ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ବ୍ରିଟେନର ଶାସକ ଚାର୍ଲ୍ସ ଭାରତୀୟ ବଂଶଜ ତଥା ବ୍ରିଟେନର କନଜରଭେଟିଭ୍ ଦଳର ନେତା ଋଷି ସୁନାକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଥିଲେ । କନଜରଭେଟିଭ୍ ଦଳର ସମାନ ସଂସଦୀୟ ସମୟର ସୁନାକ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।…

ଯେତେ ମାଠିବୁ ମାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ବାଇଧର ଜେଜେ ଜମାରୁ ବାଜେ ଚିନ୍ତା ନକରି ସବୁବେଳେ ସମାଜର ହିତ ଚିନ୍ତା କରନ୍ତି । ଅବାଟରେ ଯାଇ ଅବାଗିଆ କାମକରି ନାଁ ପକାଉଥିବା ଯୁବଗୋଷ୍ଠୀଙ୍କ ପଥ ଓଗାଳି କେମିତି ଭଲବାଟକୁ ଅଣେଇବେ, କଳିଗୋଳ ନକରି ସମସ୍ତେ ସମସ୍ତଙ୍କୁ ଭଲପାଇ ଦୁଃଖରେ ସାହା ଭରସା ହେବେ,…

ଘାଣ୍ଟୁଛି ଇଡି: ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରୁଛି ଇଡି  ।  ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଅର୍ଚ୍ଚନା ସେକ୍ସୋଟର୍ସନ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ସେହିପରି ନୟାପଲ୍ଲୀ ଥାନାରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ଭିଡିଓ କଲିଂ କରି ଖୁସିର ମୁହୂର୍ତ୍ତକୁ ସ୍ୱୟଂ ଆଉ ସ୍ୱାହାଙ୍କ ଭିତରେ ବାଣ୍ଟି ଥିଲା । ସ୍ୱୟଂ ଆଉ ସ୍ୱାହା ଦୁହିଁଙ୍କ ଖୁସି କହିଲେ ନସରେ ! ସେମାନେ ବି ଆୱାଡ଼ ଦିନ ନିଶ୍ଚିନ୍ତ ଆସି ପହଁଚିବେ ବୋଲି ଧାର୍ଯ୍ୟ କରିଥିଲେ…

କବିତା : ଅପରିଚିତ

ସବିତା ତ୍ରିପାଠୀ  ନିଜର ପରିଚୟ ସନ୍ଧାନେ ମୁଁ ଆଜି ବ୍ୟସ୍ତ ବିବ୍ରତ, ଘନ ଅନ୍ଧାରେ, ପ୍ରଶ୍ନର ପାହାଡ଼େ ହଜେଇ ଦେଇଛି ମୋ ଚିତ୍ତ ନିଜ ପାଖେ ନିଜେ ଅପରିତ........ ନୂତନ ସକାଳ ନବୀନ କିରଣେ ଖୋଜି ବୁଲୁଛି ସମ୍ପର୍କର ବାସ୍ତବତା ମରୁଭୁମିରେ ତୃଷ୍ନା ମେଣ୍ଟାଇବାକୁ ମୁଁ ଆଜି…