‘ବିଜେପିର ନୂଆପଡ଼ା ପ୍ରାର୍ଥୀ ପାଇଁ ୧୬ରେ ନାମାଙ୍କନ ଭରିବେ ଜୟ ଢୋଲକିଆ’
ଭୁବନେଶ୍ବର: ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନିଷ୍ପତ୍ତି ସରିଛି କେବଳ ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ ।
ନାମାଙ୍କନ ଦାଖଲ ସମୟରେ…