Latest Odisha News

BREAKING NEWS

ରାଜନୀତିରେ ‘ରେଳ ଲାଇନ୍ ପ୍ରକଳ୍ପ’, ପରସ୍ପରକୁ ଦୋଷ ଠେଲିଲେ ରାଜ୍ୟ-କେନ୍ଦ୍ର

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରୋଚକ ହେଉଛି। ପ୍ରଥମେ ଫସଲ ବୀମାକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ଏବେ କେନ୍ଦ୍ର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆରୋପ ପ୍ରତ୍ୟାରୋପ କରି ପରସ୍ପରକୁ ଦୋଷ ଠେଲୁଥିବା ଦେଖିବାକୁ…

ଗୁଜରାଟ ନିର୍ବାଚନ: ଏଥର କାହାକୁ ସମର୍ଥନ ଦେବେ ମୁସଲିମ୍ ମତଦାତା ?

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବିଧାନସଭା ନିର୍ବାଚନରେ ମୁସଲିମ ଭୋଟର କାହାକୁ ସମର୍ଥନ କରିବେ ତାହା ମଧ୍ୟ ଚର୍ଚା ହେଉଛି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ…

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି…

କଟକଣା ହଟିବା ପରେ ବି ବିଧାୟକଙ୍କ ପାଇଁ ଭିଡିଓ କନଫରେନସିଂ ବ୍ୟବସ୍ଥା?

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଂପର୍କିତ ସମସ୍ତ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ନରଖିଲେ କୌଣସି ପ୍ରକାର ଜୋରିମାନା ରହିବ ନାହିଁ। ଏହାପରେ ବିଧାନସଭାରୁ ମଧ୍ୟ କରୋନା କଟକଣା ହଟିଛି। କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ…

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ…

ଉପନିର୍ବାଚନ ବେଳେ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଶାସକ ଦଳ ବିଜେଡି ପଦ୍ମପୁର ଉପନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ରବିବାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ…

ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍, ହିନ୍ଦୁ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରୁଥିଲା ସାରିକ୍

ମାଙ୍ଗାଲୋର : ବଡ଼ ବିସ୍ଫୋରଣ ପୂର୍ବରୁ ବର୍ତ୍ତିଯାଇଛି ମାଙ୍ଗାଲୋର । ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍ ଥିବା ତଦନ୍ତ ପରେ ଜଣାପଡିଛି । କର୍ଣ୍ଣାଟକ ପୋଲିସ ରିପୋର୍ଟ ଅନୁସାରେ ବଡ଼ ବ୍ଲାଷ୍ଟ ଘଟାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ ମହମ୍ମଦ ସାରିକ । ହେଲେ ତା ପୂର୍ବରୁ ମହମ୍ମଦ…

ଦୁର୍ଘଟଣା ସ୍ଥଳରେ ରେଲୱେ ସେଫ୍ଟି କମିଶନର, ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍

ଯାଜପୁର: କୋରାଇରେ ଖୁବଶୀଘ୍ର ସ୍ୱାଭାବିକ ହେବ ରେଳ ଚଳାଚଳ । ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍ । ଦୁର୍ଘଟଣା ପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ଓ କାରଣ ଖୋଜିବା ପରେ ପୂର୍ବତଟ ରେଳପଥ ଜିଏମ୍ ରୂପ ନାରାୟଣ ସୁନକର କରିଛନ୍ତି, ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ରାତି ୧୦ଟା ପରେ…

ପଦ୍ମପୁର ନିର୍ବାଚନ ମୈଦାନରେ ରହିଲେ ୧୦ ପ୍ରାର୍ଥୀ, ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

ଭୁବନେଶ୍ୱର: ଶେଷ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାଥୀପତ୍ର ପ୍ରତ୍ୟାହାର ତାରିଖ। ମୋଟ୍ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଏବେ ନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଯଦିଓ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା…

ବିଜୟ ହଜାରେ ଟ୍ରଫି: ପରାଜୟ ସହ ନୈରାଶ୍ୟଜନକ ଢଙ୍ଗରେ ଓଡିଶା ଶେଷ କଲା ଅଭିଯାନ

ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ,…