ୟୁକ୍ରେନ ସହ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ
ମସ୍କୋ: ରୁଷିଆ ଆଜି ସାମୟିକ ଭାବେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ବିରତି ଘୋଷଣା କରିଛି । ଗତବର୍ଷ ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ଭ୍ଲାଡିମିର ପୁତିନ ଏ ଭଳି ଘୋଷଣା କରିଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ସମୟରେ ରକ୍ତପାତ ନ କରିବା ଲାଗି ପୁତିନଙ୍କୁ…