ଗଳ୍ପ : ଚନ୍ଦ୍ରିକା ସିଂ
ସୁମିତା ବେହେରା
ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ…