Coldrif Cough Syrup: ବିଷାକ୍ତ କଫ ସିରପ ପ୍ରସ୍ତୁତ କରୁଥିବା କମ୍ପାନୀର ଲାଇସେନ୍ସ ବାତିଲ
ନୂଆଦିଲ୍ଲୀ: ଦେଶରେ କୋଡିଏରୁ ଅଧିକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା କୋଲଡ୍ରିଫ୍ କଫ ସିରପ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀସାନ ଫାର୍ମାସ୍ୟୁଟିକାଲସର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ତାମିଲନାଡୁ ସରକାର କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।…