ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ, ଫାଇନ୍ କମାଇବା ଚାଲିଛି ଯୋଜନା: ମନ୍ତ୍ରୀ
ଭୁବନେଶ୍ଵର: ପିୟୁସିସି କୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ । ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ପାଇଁ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା ଚାଲିଛି ।…