ଅନୁବାଦ ଗଳ୍ପ : ଡେରା ବାବା ନାନକ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭
ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍
ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର…