Latest Odisha News

BREAKING NEWS

ନାଗାବଳୀରେ ଭାସିଯାଇଥିବା ନାବାଳକର ଶବ ଉଦ୍ଧାର ହେଲା

ରାୟଗଡ଼ା: ସାମ୍ନାକୁ ଆସିଲା ନାଗାବଳୀରେ ନାବାଳକ ଭାସିଯିବା ପୂର୍ବର ଦୃଶ୍ୟ ।  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧାର ହେଲା  ଏ. ଅମରେଶର ଶବ । ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକ ଏ. ଅମରେଶର ଶବ। ଆନ୍ଧ୍ରପ୍ରଦେଶ  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ଶବ…

ଦଶ ଦିନ ଧରି ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିଖୋଜ

ରାୟଗଡା: ରାୟଗଡା ବ୍ଲକ୍ ଡାଙ୍ଗୋଲୋଡ଼ି ଗ୍ରାମ ପଞ୍ଚାୟତର ପେନିକଣା ଗ୍ରାମର ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଲିଙ୍ଗରାଜ ନାଏକ ଦଶ ଦିନ ହେଲା ନିଖୋଜ ଅଛନ୍ତି। ସୂଚନା ମୁତାବକ କାଶିପୁର ବ୍ଲକ ବେନ୍ଦଲ ପାସ ଗ୍ରାମ ବାସିନ୍ଦା ଚିତ୍ର ନାଏକଙ୍କ ପୁଅ ଲିଙ୍ଗରାଜ ନାଏକ…

ଗଜପତିରୁ ଗଂଜେଇ ଯାଉଥିଲା ମୁମ୍ବାଇ; ଧରାପଡ଼ିଲା ୧୨୦ କିଲୋ

ବ୍ରହ୍ମପୁର: ଗଜପତି ଜିଲାର ମୋହନାରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ସହରରେ ଧରାପଡ଼ିଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ସହରର ଫାଷ୍ଟଗେଟ୍‌ ପାଖରେ ଚଢ଼ଉ କରାଯିବା ସହିତ ୧୨୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ମୁମ୍ବାଇର ଦୁଇ ଜଣ ଯୁବକ ଉନେଶ ମେହୁବ୍‍…

କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡର୍ ଆଇଏଏସ ରୂପା ରୋଶନ ସାହୁ

ଭୁବନେଶ୍ବର: ଓଡିଶା କ୍ୟାଡର 2006 ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ କେନ୍ଦ୍ର  ଯୁଗ୍ମ ସଚିବ ପାହ୍ୟାରେ ସାମିଲ ହୋଇଛନ୍ତି।  ରୂପା ରୋଶନ ସାହୁ ବର୍ତ୍ତମାନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର…

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ…

ଡୋପ ଟେଷ୍ଟରେ ଧରା ପଡିଲେ ଡିସକସ ଥ୍ରୋୟର ନଭଜିତ, ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ଡିସକସ ଥ୍ରୋୟର ନଭଜିତ କୌର ଢ଼ିଲୋଁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ପକ୍ଷରୁ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସ ଡିହାଇଡ୍ରୋକ୍ଲୋରମିଥାଇଲଟେଷ୍ଟୋଷ୍ଟେରୋନର…

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ…

ସୌରଜଗତ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ: ନାସାର ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ ମାଧ୍ୟମରେ ସୌରଜଗତ ବାହାରେ ଥିବା ଏକ ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ଜଣାପଡିଛି । ଏହି ଗ୍ରହ ଏକ ଗ୍ୟାସ ଜଂଏଟ ଓ ସୂର୍ଯ୍ୟଙ୍କ ପରି ଏକ ନକ୍ଷତ୍ର ଚାରିପଟେ ଘୁରି ବୁଲୁଛି । ଏହାର ନାମ ବୈଜ୍ଞାନିକମାନେ ଡବ୍ଲ୍ୟୁଏଏସପି-୩୯ବି ରଖାଯାଇଛି ।…

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା…

ଓପିଏସସିର ନୂତନ ସଦସ୍ୟ ଭାବେ ସରିତା ଓ ସନତଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡିଶା ଲୋକ ସେବା ଆୟୋଗ(ଓପିଏସସି)ର ନୂତନ ସଦସ୍ୟ ଭାବେ ଡ.ସରିତା ସୂପକାର ଓ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଉଭୟ ଡ.ସୂପକାର ଓ ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଛନ୍ତି  । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…