ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ଦେହାନ୍ତ !
ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଦେହାନ୍ତ। ଗୋଆରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହେବାରୁ ତାଙ୍କର ଦେହାନ୍ତ ହୋଇଛି। ସୋନାଲି ଫୋଗାଟ ଜଣେ ଟିକଟକ ଷ୍ଟାର ଭାବେ ଜଣାଶୁଣା। ସୋନାଲି ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିିଲ…