Maha Saptami Puja: ମା’ ଦୁର୍ଗାଙ୍କ ଆଗମନରେ କମ୍ପୁଛି ଧରା! ଝଲସୁଛି ଟ୍ୱିନ୍ ସିଟି, ମହାସପ୍ତମୀରେ ମଣ୍ଡପରେ ଭକ୍ତଙ୍କ…
ଭୁବନେଶ୍ବର: ଧୂପ, ଦୀପ, ଶଙ୍ଖଧ୍ୱନିରେ ମୁଖରିତ ପୂଜା ମଣ୍ଡପ… ଆଲୋକମାଳାରେ ଝଲସୁଛି ରାସ୍ତାଘାଟ, ତୋରଣରେ ଛାଇଯାଇଛି ପାର୍ବଣର ରଙ୍ଗ। ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅପାର ଉତ୍ସାହ। ଆଜି ମହାସପ୍ତମୀରେ ମା’ ଦୁର୍ଗାଙ୍କ ଆରାଧନାରେ ମଗ୍ନ ସାରା ଓଡ଼ିଶା।
ମା’ ଆସିଛନ୍ତି! ଧରାପୃଷ୍ଠକୁ…