Latest Odisha News

BREAKING NEWS

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

ନିଜ ଛୁଆ ନୁହେଁ ଅନ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଉଛି ଗାଈ

ଭୁବନେଶ୍ୱର: ମା’ର ମମତା ଅତୁଳନୀୟ । ସେ ପଶୁ ହେଉ ଅବା ମଣିଷ, ମମତାର ମୂଲ୍ୟ ସବୁଠି ସମାନ । ମା’ର ରୂପ ସମସ୍ତଙ୍କ ପାଇଁ ଏକାପରି । ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଛି । କେତେକ ମା’ ମଧ୍ୟ ନିଜ ଜନ୍ମିତ ଶିଶୁକୁ ନିଜ ବକ୍ଷରର ସ୍ତନ୍ୟପାନ…

ମଡେଲ ସୌମ୍ୟ ମୃତ୍ୟୁ ମାମଲା: ପୋଲିସକୁ ହାଇକୋର୍ଟ ତାଗିଦ୍‌

ଭୁବନେଶ୍ୱର: ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମହେଶ ମଂଜ୍ରେକରଙ୍କ ବିରୋଧରେ ରୁଜୁ ହେଲା କେସ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ ଫିଲ୍ମମେକର ଓ ଅଭିନେତା ମହେଶ ମଂଜ୍ରେକରଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସ ଧାରା ୧୪, ଆଇଟି ଧାରା ୬୭, ୬୭ବି ଅନୁସାରେ କେସ ରୁଜୁ କରାଯାଇଛି । ମରାଠୀ ଫିଲ୍ମ ନାୟ ଭାରନ ଭାତ ଲୋଂଚା କୋନ ନାୟ କୋଂଚାରେ ନାବାଳକଙ୍କ ସହ ଆପତିଜନକ ଦୃଶ୍ୟ ଶୁଟିଂ କରିବା…

ବିଡ଼ି ପାଇଁ ବାପାର ଜୀବନ ନେଲା ପୁଅ

ଗୁଆହାଟୀ: ସମ୍ପର୍କରେ ରକ୍ତର ଛିଟା । ବିଡ଼ି ପାଇଁ ଜୀବନ ନେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରପେଟା ଜିଲ୍ଲା କୋଲଗାଚିଆ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଲିପୁର ଗାଁର ସାମସୁଲ…

ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ । ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା‌ ବେଳେ ଆଜି ୩ଜଣଙ୍କୁ…

ଦି ହଂଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଂଟ: ଭାରତର ସ୍ମୃତି, ଜେମିମାଙ୍କୁ ରିଟେନ କଲେ ଫ୍ରାଂଚାଇଜ

ଲଣ୍ଡନ: ଇଂଲଣ୍ଡରେ ଖେଳାଯିବାକୁ ଥିବା ମହିଳା ଦି ହଂଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଫ୍ରାଚାଇଜମାନେ ଭାରତର ୨ ଖେଳାଳି ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ୟୁସଙ୍କୁ ରିଟେନ କରିଛନ୍ତି । ମାନ୍ଧନାଙ୍କୁ ସଦର୍ଣ୍ଣ ବ୍ରେଭ ଏବଂ ଜେମିମାଙ୍କୁ ରୋଡିକ୍ସ ସୁପରଚାର୍ଜର୍ସ ଦଳରେ ରଖିଛନ୍ତି ।…

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ…

ୟୁପି ନିର୍ବାଚନ: କାନ ଧରି ବସ ଉଠ ହେଲେ ବିଜେପି ବିଧାୟକ

ଲକ୍ଷ୍ନୌ: ନିର୍ବାଚନରେ ଜିତିବା ପାଇଁ ସମସ୍ତ ପ୍ରାର୍ଥୀ ଭୋଟରଙ୍କ ମନ କିଣିବା ପାଇଁ ଚାହାନ୍ତି । ତେବେ ଅସନ୍ତୁଷ୍ଟ ଭୋଟରଙ୍କୁ ମନେଇବା ପାଇଁ କାନ ଧରି ବସ ଉଠ ହୋଇଥିଲେ । ସୋନଭଦ୍ରର ରବର୍ଟସନଗଂ ସିଟରେ ବିଜେପି ପ୍ରାର୍ଥୀ ଭୂପେଶ ଚୌବେ ଗତ ନିର୍ବାଚନରେ ବିଜୟ ହାସଲ କରିଥିଲେ । ନିର୍ବାଚନ…

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ। ଦେଖନ୍ତୁ କାମାକ୍ଷାନଗରରେ…