Latest Odisha News

BREAKING NEWS

ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ସାତଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହା ସହ ତିନୋଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ…

ଚହରଙ୍କ ପରେ ଓହରିଲେ ସୂର୍ଯ୍ୟକୁମାର

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ବୁଧବାର ଆଉ ଗୋଟିଏ ଝଟକା ଲାଗିଛି । ଦୀପକ ଚହରଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ସିରିଜରେ ଫିଲ୍ଡିଂ କରିବା ଅବସରରେ…

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର…

କମିବାରେ ଲାଗିଛି କରୋନା,୨୪ ଘଣ୍ଟାରେ ରାଜ୍ୟରେ ୩୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲା ଧୀରେ ଧୀରେ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ମାମଲା ଚିହ୍ନଟ ହୋଇଛି | ଏମାନଙ୍କ ମଧ୍ୟରେ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି |…

ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୃଷ୍ଣ ସପ୍ତମୀ ତିଥି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାର ରହିଛି ପରମ୍ପରା  । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ ।…

କବିତା : ଡକ୍ଟର ଦାସ ଚାଲିଗଲେ

ରତ୍ନାକର ରାଉତ ସକାଳେ ଖବର କାଗଜ ଖୋଲିଲାବେଳକୁ ଜଣାପଡ଼ିଲା ଡକ୍ଟର ଦାସ ଆଉ ନାହାଁନ୍ତି । ଗତ କିଛିଦିନ ଧରି ପୀଡ଼ିତ ଥିଲେ, ହୃଦଘାତରୁ କାଲି ତାଙ୍କର ନିଧନ ହେଲା । ନନ୍ଦଦାସର ମନେ ପଡ଼ିଲା ଦୁଇବର୍ଷ ତଳର ଏକ ଅଙ୍ଗେନିଭା ଦୁଃଖଦ ଘଟଣା । ଅସୁସ୍ଥ ମାଆଙ୍କୁ ନେଇ ଯାଇଥିଲା ତାଙ୍କ ଘରକୁ,…

ଭାଷା ଭାଗବତ : ଉପଯୋଗୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୫ କୁଜ୍‌ଝଟିକା କି କୁଜ୍ଝଟିକା ହେବ ଆମ ଲିପିରେ ଲେଖା ଏବେ ହିଁ ନିର୍ଣୟ କରିବା ନ ହେଲେ ଧଂଦି ହେଉଥିବା ଉଦ୍‌ଗିରଣ କି ଉଦ୍ଗିରଣ ଉଡ୍‌ଡୟନ କି ଉଡ୍ଡୟନ ଅକ୍‌ଟୋବର୍‌ କି ଅକ୍ଟୋବର ଏବେ କରିବା ମନ ସ୍ଥିର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ ) ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ "ଦାରବୀ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୮ ବୈଭବ ସେମିତି ଅଟଳ, ଜଡ଼, କଠୋର ହେଇ ରୁହନ୍ତି । ଓଃ.. ସେ ଦଣ୍ଡ ଭାରି ଯନ୍ତ୍ରଣା ଦାୟକ । ସେଥିପାଇଁ ବୋଧହୁଏ ତାକୁ ନ’ ଜଣେଇ, କୁମାରକୁ ମେସେଜ୍ କଲେ । ଏଥର ବି ତାଙ୍କ ନିଷ୍ଠୁର ନୀରବତା ଅସହ୍ୟ ହେବ । ତା’…

ପଞ୍ଚାନନ ମିଶ୍ର : ଶ୍ରଦ୍ଧା ଓ ସର୍ଜନାର ଉଦାର ବ୍ୟକ୍ତିତ୍ୱ

ସୌଭାଗ୍ୟବନ୍ତ ମହାରଣାଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରଖ୍ୟାତ ପ୍ରଫେସର ଥିଲେ ପଞ୍ଚାନନ ମିଶ୍ର ; ଯିଏକି ଓଡ଼ିଆ ସାହିତ୍ୟର କବିତା, ପ୍ରବନ୍ଧ, ସମାଲୋଚନା , ଅନୁବାଦ ତଥା ସମ୍ପାଦନାରେ ବିପୁଳ ମାତ୍ରାରେ ସ୍ଵୀୟ ମୌଳିକତା ଓ ପାରଦର୍ଶିତା ପ୍ରଦର୍ଶନ କରିଥିଲେ।…