ଟେନିସ ର୍ୟାଙ୍କିଙ୍ଗରେ ଭାରତର ଏକ ନମ୍ବର ଖେଳାଳି ହେଲେ ଓଡିଶାର ଆହାନ
ଭୁବନେଶ୍ୱର: ୧୨ ବର୍ଷରୁ କମ ବାଳିକା ବର୍ଗରେ ଓଡିଶା ଝିଅ ଆହାନ ଭାରତର ଏକ ନମ୍ବର ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଟେନିସ ସଂଘ ପକ୍ଷରୁ ଜାରୀ କରାଯାଇଥିବା ସଦ୍ୟ ର୍ୟାଙ୍କିଙ୍ଗରେ ବାଜି ମାରିଛନ୍ତି ଆହାନ । ହରିୟାଣାର ଅନିନ୍ଦିତା ଉପାଧ୍ୟାୟଙ୍କୁ ପଛରେ ପକାଇ ସେ ଏହି…