Latest Odisha News

BREAKING NEWS

୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି

ନୂଆଦିଲ୍ଲୀ: କରୋନାକୁ ନେଇ ଖୁସୀ ଖବର । ଏଣିକି ଆଉ ଚିନ୍ତା କରିବାକୁ ପଡ଼ିବନି ଛୋଟ ପିଲାଙ୍କ ପାଇଁ । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି ଦେଇଛନ୍ତି ଭାରତୀୟ ଓଷଧ ମହାନିୟନ୍ତ୍ରକ (ଡିସିଜିଆଇ) । ଭାରତରେ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋଟେକ…

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ: ବିନା ଦର୍ଶକରେ ଖେଳାଯିବ ପ୍ରଥମ ମ୍ୟାଚ

ଲକ୍ଷ୍ନୌ: ଭାରତ-ଶ୍ରୀଲଙ୍କା ଟି୨୦ କ୍ରିକେଟ ସିରିଜ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଖେଳାଯିବ । କରୋନା ଭାଇରସ ବିପଦକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଏହା ପରେ ଧର୍ମଶାଳାରେ…

ଟିଟିଲାଗଡ଼ରେ ସର୍ବୋଚ୍ଚ ତାତି, ୨୪ ଓ ୨୫ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ଶୀତର ପ୍ରକୋପ କମୁଛି । ସେପଟେ ତାତି ବଢୁଛି । ଆଜି ପଶ୍ଚିମ ଓଡ଼ିଶା ସୋନପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସୋନପୁରରେ ୩୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ…

ସମସ୍ତ ଫର୍ମାଟ୍ କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର୍ ଭି.ଆର୍ ଭନିତା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଭାରତୀୟ ମହିଳା ଦଳର ଓପନର୍ ଭେଲ୍ଲାସ୍ୱାମୀ ରାମୁ ଭନିତା । ୨୦୧୪, ଜାନୁଆରୀ ମାସରେ ଶ୍ରୀଲଙ୍କା ବିରୋଧରେ ବିଶାଖପାଟଣାରେ ଭନିତା ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୬ଟି ଦିନିକିଆ ମ୍ୟାଚ୍…

[ଦେଖନ୍ତୁ ଭିଡିଓ] ପୁରୁଣା ଧର୍ମ ସଂସ୍କୃତି ବହନ କରୁଥିବା ଶ୍ରୀଚୈତନ୍ୟ ଗୌଡୀୟ ମଠ

ପୁରୀ: ଭାରତ ବର୍ଷରେ କିଛି ମଠ ମନ୍ଦିର ପୁରୁଣା ସଂସ୍କୃତି ସହ ଜଡିତ । ଯେମିତି ଶ୍ରୀଚୈତନ୍ୟ ଗୌଡୀୟ ମଠ । ବୈଷ୍ଣବ ଧର୍ମ ଓ ସନାତନ ଧର୍ମର ପ୍ରଚାରପ୍ରସାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଶ୍ରୀଚୈତନ୍ୟଙ୍କ ରହିଛି ଅନେକ ଅବଦାନ । ସେପଟେ ଶ୍ରୀଚୈତନ୍ୟଙ୍କ ପରମଶିଷ୍ୟ ଶ୍ରୀଳ ପ୍ରଭୂପାଦ…

ରିମେକ୍ ଫିଲ୍ମ ଦୌଡରେ ଅଜୟ ଦେବଗନ ଆଗରେ

ମୁମ୍ବାଇ: ବଲିଉଡରେ ଅନ୍ୟ ଭାଷାର ଚଳଚିତ୍ରକୁ ରିମେକ୍ କରିବା କିଛି ବଡ଼ କଥା ନୁହେଁ । ଅନେକ ବଲିଉଡ ସୁପର ଷ୍ଟାର ସାଉଥ୍ କିମ୍ବା ଅନ୍ୟ କୌଣସି ଭାଷା ଚଳଚିତ୍ରର ରିମେକ କରି ବଲିଉଡରେ ନିଜର ଛାପ ଛାଡ଼ିଛନ୍ତି । ରିମେକ ଚଳଚିତ୍ର ‘ୱାଣ୍ଟେଡ’ ଏବଂ ‘କିକ୍’ ମାଧ୍ୟମରେ ସଲମନ ଖାନ୍ ସଫଳତା ପାଇଛନ୍ତି ।…

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକୁ ନେଇ ବିଗୁଡୁଛି ସ୍ଥିତି

କର୍ଣ୍ଣାଟକ : କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ଯ୍ୟକର୍ତ୍ତାଙ୍କୁ ହତ୍ୟାକୁ ନେଇ ବିଗିଡିବାରେ ଲାଗିଛି ସ୍ଥିତି । ସିଭମୋଗା ସହରରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଛି । ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା କରାଯାଉଥିବା ବେଳେ…

ଉର୍ବଶୀଙ୍କୁ ନାହିଁ ଯୁଦ୍ଧ ଭୟ: ୟୁକ୍ରେନରେ ଜାରୀ ରଖିଛନ୍ତି ଶୁଟିଂ

କିଭ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହାର ପ୍ରଭାବ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ପଡି ନାହିଁ । ସେ ଏବେ ଏଠାରେ ତାଙ୍କ ଆଗାମୀ ଫିଲ୍ମ ଦି ଲିଜେଣ୍ଡର ଶୁଟିଂରେ ବ୍ୟସ୍ତ ଅଛନ୍ତି । ୟୁକ୍ରେନରେ ବୁଲୁଥିବାରୁ ସେ ଫଟୋ ଏବଂ…

ସତ ହେଲା ସ୍ୱପ୍ନ, ନାନୋ କାରକୁ ହେଲିକପ୍ଟର୍ ବନାଇଲେ ବିହାରୀ ବାବୁ

ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।…

‘‘ଦ’ କଶ୍ମୀର ଫାଇଲ୍ସ’ର ଟ୍ରେଲର ରିଲିଜ, କଶ୍ମୀର ପଣ୍ଡିତ ଭୂମିକାରେ ନଜର ଆସିବେ ଅନୁପମ ଖେର୍

ମୁମ୍ବାଇ : ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ର ଟ୍ରେଲର ରିଲିଜ ହୋଇଯାଇଛି  ।ଏହି ଟ୍ରେଲରଟିକୁ ଫ୍ୟାନ ମାନଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି ।ଏହି ମୁଭିର ନିର୍ଦ୍ଦେଶନା ବିବେକ ଅଗ୍ନିହୋତ୍ରୀ ଦେଇଛନ୍ତି । ସତ୍ୟଚିତ୍ର ଉପରେ ଆଧାରିତ ଏହି ମୁଭିରେ କଶ୍ମୀର ପଣ୍ଡିତଙ୍କ ସଙ୍ଘର୍ଷମୟ ଜୀବନ…