ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭର୍ଚ୍ୟୁଆଲ୍ ମୋଡରେ ଏହି ଆଲୋଚନା ହେବ । ବିଶ୍ୱ ଅର୍ଥନୀତି ଆଲୋଚନାର ପ୍ରସଙ୍ଗ ହୋଇପାରେ । ଦୁଇଦେଶ ମଧ୍ୟରେ ଥିବା ବୈଷୟିକ ସାମରିକ ସହଯେଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇପାରେ…