Latest Odisha News

BREAKING NEWS

ନବରଙ୍ଗପୁର ପୋଲିସ ଗାଡି ଦୁର୍ଘଟଣା: ମୃତ ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ…

ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ,ଡାକ୍ତରଖାନାରେ ଭର୍ତି

ନୂଆପଡା : ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ସରପଞ୍ଚ ପ୍ରାର୍ଥୀ ହେଲେ ସୁନାରିସିକୁଆଁ ଗାଁର…

ଭାଷା ଭାଗବତ : ଶୁଦ୍ଧତା ଆଡ଼କୁ…

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୧ ଶବ୍ଦର ଏହି ରୂପାବଳି ରଖିବା ଯତନେ ସଂଭାଳି ତ୍ରୁଟି ହେବନି ବାରଂବାର ସ୍ବଭାଷା ହେବ ଶୁଦ୍ଧତର କୃଷ୍ଣ ଓ ଅକ୍ରୂର ମିତ୍ରତା କୃଷକ ଉପରେ କ୍ରୂରତା ତୃତୀୟ ଥର ହେଲା ତ୍ରୁଟି ତୃଷ୍ଣା ଆତୁର ଶତ୍ରୁ ତଂଟି…

କୁଳାଙ୍ଗାର ଉବାଚ : ନକଲି ଡାକ୍ତର ବନାମ ନକଲି ସ୍ବାମୀ

ନାନା ନାରୀଙ୍କ ସହିତ ନାରେନାରେ ହୋଇ ନକଲି ଡାକ୍ତର ଧରା ପଡିଲା ପରେ; ସୁଖ-ଦୁଖର ମାହୋଲ ଓଲଟ-ପାଲଟ ହୋଇ ମୁହାଁମୁହିଁ ଅନେକଙ୍କ ଘରେ! ବିବାହିତ ପୁରୁଷମାନେ ଏ ଖବର ପଢି ଆଶାୟୀ ଆମର ବି ଭବିଷ୍ୟତ ଅଛି; ଅନୁସନ୍ଧାନ କଲେଣି କୋଉଠି ମିଳୁଛି ଡାକ୍ତର ପ୍ରମାଣପତ୍ର କେତେ ପଡୁଛି?…

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ଟୁଡୁ , ନିର୍ବାଚନୀ ପ୍ରଚାର ସଭାରେ କହିଲେ ଖରାପ ଭାଷା

ମୟୂରଭଞ୍ଜ : ପୁଣି ବିବାଦକୁ ଆସିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ନିର୍ବାଚନୀ ପ୍ରଚାରରେ ଉଚ୍ଚାରଣ ଆଚ୍ଚରଣ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।କହିଲେ ଅଭଦ୍ର ଭାଷା । ମନ୍ତ୍ରୀ ନିର୍ବାଚନୀ ପ୍ରଚାର ସମୟରେ ଏପରି ଭାଷା କହିଛନ୍ତି ଯାହା ଆପଣ ଶୁଣି ପାରିବେନି । ମୟୂରଭଞ୍ଜ ଉଦଳା…

ଗୁମୁଟ ଗୁମର (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ପ୍ରାଚୀନ ଉତ୍କଳର ନରପତିମାନଙ୍କର ପାରମ୍ପରିକ ଶିଳ୍ପକଳାର ବିକାଶ ଦିଗରେ ଅଦମ୍ୟ ଉତ୍ସାହ ତଥା ଶିଳ୍ପୀମାନେ ଅଧିକ କର୍ମକୁଶଳୀ ହେବା ଦିଗରେ ପ୍ରୋତ୍ସାହନ ଏବଂ ତତ୍‌କାଳୀନ ଶିଳ୍ପୀବର୍ଗର କାର୍ଯ୍ୟଦକ୍ଷତା ତଥା ଶାସ୍ତ୍ରଜ୍ଞାନର…

ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ଭୋଟ୍ ବାକ୍ସ ଚୋରି ହୋଇଯାଇଥିଲା। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୁଥକୁ କବଜା କରି ନେଇଥିବା ବେଳେ ଆତଙ୍କରାଜ ଖେଳାଇଥିଲେ। ୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର…

ପଞ୍ଚାୟତ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩% ମତଦାନ

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟିଂ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୯ଟି ଜିଲ୍ଲାରେ ୮୦ ପ୍ରତିଶତ ଉପରେ ଭୋଟିଂ ହୋଇଛି । ଏସବୁ ଜିଲ୍ଲା…

ଓଡ଼ିଶା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ, ୪୭ ଆହତ

ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ବସ୍‌ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା । ଏତିକିବେଳେ ଏନଏଚ୍-୫ର ରଣସରନ ନିକଟରେ ଟ୍ରକକୁ…

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ଖେଳିବେନି କୋହଲି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳିବେ ନାହିଁ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଫଳରେ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ପୂର୍ବରୁ ପରିବାର ଲୋକଙ୍କ ପାଖକୁ ଫେରିବେ କୋହଲି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବ ଭାରତ ।…