ଭାଷା ଭାଗବତ : ଭାଷାର ଗୌରବ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୨
ଯାହାଂକୁ ଯେତେ ଭାଷା ଜଣା
ସ୍ବଭାଷା ରୂପେ ହେଲେ ଗଣା
ରହିବନାହିଁ କଟକଣା
ଫୁଟିବ ମନର ଭାବନା
ଭାବନା ଯାତ୍ରୀ, ଭାଷା ଯାନ
ଅନନ୍ୟ ମନୁଷ୍ୟ ଜୀବନ
କରିବା ଯାତ୍ରାର ବର୍ଣନ
ଯାନର ରକ୍ଷଣାବେକ୍ଷଣ
ଭାଷା ଓ…