Latest Odisha News

BREAKING NEWS

ଚିକେନ୍ ୬୫, କେମିତି ଓ କିଏ କରିଥିଲା ନାମକରଣ ?

ଭୁବନେଶ୍ୱର: ଖାଦ୍ୟ ପ୍ରେମୀଙ୍କ ପାଇଁ କିଛି ଚଟପଟା ତଥା ମଜାଦାର ଖବର । ସେ ଆମିଷ ପ୍ରିୟ ହୁଅନ୍ତୁ ଅବା ନିରାମିଷ ଭକ୍ଷଣକାରୀ । ଚିକେନ୍ ୬୫ ଭଳି ନନ୍‌ଭେଜ୍ ଆଇଟମ୍ ବିଷୟରେ ଅନେକ ହୁଏ ତ ଜାଣିଥିବେ କିମ୍ବା ଖାଇଥିବେ । ହେଲେ ଏହି ଆଇଟମ୍‌ର ନାମକରଣ ବିଷୟରେ ବୋଧ ହୁଏ କାହାରି ମନରେ ପ୍ରଶ୍ନ…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟରେ ଗୋଆ ବିପକ୍ଷରେ ଓଡିଶା ୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଆ ୧୮୧ ରନ କରି ଅଲଆଉଟ ହୋି ଯାଇଥିଲା । ଜବାବରେ ରାଜେଶ ଧୂପରଙ୍କ ଆକର୍ଷଣୀୟ ଅପରାଜିତ ୭୧ ରନ ସହାୟତାରେ ଓଡିଶା ୧୮୯ ରନ…

[ଭିଡିଓ] କୁକୁର ବଞ୍ଚାଇଲା ମାଛର ଜୀବନ ,ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର : ସତରେ କୁକୁର ବିଶ୍ୱସ୍ତ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାଇରାଲ ହେଉଥିବା ଏହି ଭିଡିଓ । ଜଣେ ବ୍ୟକ୍ତିଙ୍କ ଘରେ ଜିଅନ୍ତା ମାଛଟି ଟବ୍ ବାହାରେ ପଡିଯାଇଥିଲା ।ଏହି ସମୟରେ ଘରେ ଥିବା ପୋଷା ବିରାଡି ଆସି ମାଛକୁ ଖାଇବା ପାଇଁ ଗୋଡ ମାରି ଦେଖିୁଥିବା ବେଳେ , ହଠାତ୍ ସେହି ସମୟରେ…

[ଦେଖନ୍ତୁ ଭିଡିଓ] ଅହମ୍ମଦାବାଦ ସିରିଜ ବିସ୍ଫୋରଣ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ୱର: ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲା  । ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮…

[ଭିଡିଓ] ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ଛୁଆ ସହ ମାଆ ଭାଲୁ

ଭୁବନେଶ୍ୱର: ଜନବସତି ଇଲାକାରେ ବନ୍ୟଜନ୍ତୁ ଦେଖାଯିବା ଆଜିକାଲି କିଛି ନୂଆକଥା ନୁହେଁ । ହ୍ରାସ ପାଉଥିବା ସବୁଜିମା ଓ ବଢିଚାଲିଥିବା କଂକ୍ରିଟ୍ ଜଙ୍ଗଲ ପାଇଁ ସହରମୁହାଁ ହେଉଛନ୍ତି ଜଙ୍ଗଲି ପଶୁ । ନିକଟରେ ଏକ ବିବାହ ଭୋଜିରେ ଗୋଟିଏ ମାଆ ଭାଲୁ ନିଜ ଛୁଆଙ୍କ ସହ ଘୁରିବୁଲିବା ଭଳି ଭିଡିଓ ସୋସିଆଲ୍…

[ଭିଡିଓ] ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ସୁସ୍ଥ ଅଛି

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର ଭିତ୍ତି ଭୂମି ମଧ୍ୟ ବୁଲି ଦେଖିଛନ୍ତି । ମୁଖ୍ୟମନ୍ତ୍ର ମନ୍ଦିର ପରିସରରେ ପାଖାପାଖି ୨୦ ମିନିଟ୍ ପର୍ଯ୍ୟନ୍ତ ରହି ବୁଲି ଦେଖିଥିଲେ ।…

ରାଜ୍ୟରେ ୨ୟ ପର୍ଯ୍ୟାୟ ମତଦାନ ଶେଷ, ୭୧ ପ୍ରତିଶତ ମତଦାନ ରେକର୍ଡ : ନିର୍ବାଚନ ଆୟୋଗ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ମୋଟ ୬୮ ଟି ବ୍ଲକରେ ୧୫୧୪ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି । ଏନେଇ ନିର୍ବାଚନ…

[ଭିଡିଓ] କେବେ ଦେଖିଛନ୍ତି ? ବ୍ରହ୍ମାଣ୍ଡର ସର୍ବବୃହତ୍ ଷ୍ଟ୍ରବେରୀ, ଓଜନ ୨୮୯ ଗ୍ରାମ୍‌

ଭୁବନେଶ୍ୱର: କୃଷିକୁ ଏକ ଭିନ୍ନ ଦିଗ ଦେଇଛନ୍ତି ଜଣେ ଷ୍ଟ୍ରବେରୀ ଚାଷୀ । ବିରାଟକାୟ ତଥା ଅତ୍ୟଧିକ ଓଜନ ପାଇଁ ଏକ ଷ୍ଟ୍ରବେରୀ ଗିନିଜ୍ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ପାଇଛି । ଏହି ଘଟଣାଟି ଅବିଶ୍ୱାସ ଲାଗୁଥିଲେ ହେଁ ଏହାର ଭିଡିଓ କିନ୍ତୁ ସବୁକିଛି ସ୍ପଷ୍ଟ କରିଛି । ଇସ୍ରାଏଲର ନେତାନ୍ୟା…

ପଦାର୍ପଣ ରଣଜୀ ମ୍ୟାଚରେ ତ୍ରିଶତକ ହାସଲ କରି ରେକର୍ଡ କଲେ ବିହାରର ସକିବୁଲ

ପାଟନା: ବିହାରର ଉଦୀୟମାନ ବ୍ୟାଟ୍ସମ୍ୟାନ ସକିବୁଲ ଗଣି ପଦାର୍ପଣ ରଣଜୀ କ୍ରିକେଟ ମ୍ୟାଚରେ ତ୍ରିଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରଣଜୀ ଟ୍ରଫି ପ୍ଲେଟ ଗ୍ରୁପର ମିଜୋରମ ବିପକ୍ଷ ମୁକାବିଲାରେ ସକିବୁଲ ୩୮୭ ବଲର ସମ୍ମୁଖୀନ ହୋଇ ୩୪୧ ରନ କରିଥିଲେ । ତାଙ୍କ ଇନିଂସରେ ୫୦ ଚୌକା…

[ଦେଖନ୍ତୁ ଭିଡିଓ] ମଇଦାନରେ ଚାଲିଛି ରଣନୀତି, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ

ଜଗତସିଂହପୁର : ବଢୁଛି ନିର୍ବାଚନୀ ଉଷ୍ଣତା । ମଇଦାନରେ ଚାଲିଛି ରଣନୀତି । ଭୋଟ୍ ହାତେଇବାକୁ ପ୍ରର୍ଥୀ ମାନଙ୍କ ବିଭିନ୍ନ ପ୍ରୟାସ । ସେହିଭଳି ଆସନ୍ତା ୨୨ତାରିଖରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ପୂରଣ ଓଡ଼ପଡା ଗ୍ରାମ…