ଆଜି ସରିବ ବିଧାନସଭା ବଜେଟ ଅଧିବେସନ
ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ…