Latest Odisha News

BREAKING NEWS

ଗାଁ’ର ନକ୍ସା ବଦଳାଇବେ ସୁନ୍ଦରୀ ପ୍ରିୟଙ୍କା

ବଲାଙ୍ଗୀର: ମଡେଲିଂକୁ କ୍ୟାରିୟର କରିଥିବା ପ୍ରିୟଙ୍କା ଏବେ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ । ଘର ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲ୍ଲି ପଞ୍ଚାତ ଢୁଳୁସର । ସୁନ୍ଦରୀ ମଡେଲ ଏବେ ନିଜ ପଞ୍ଚାତର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭଉଣୀ…

ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ

ଭୁବନେଶ୍ବର : ନଭି ମୁମ୍ବାଇ ଠାରେ ଆୟୋଜିତ ଏଏଫସି ମହିଳା ଏସିଆନ କପର ଥିମ୍ ସଙ୍ଗ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଓଡ଼ିଆ ଯୁବକ । ସେ ହେଉଛନ୍ତି ଯୁବ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ । ଜାନୁଆରୀ ୨୦ରୁ ଫେବ୍ରୁଆରୀ ୬ ତାରିଖ ଯାଏ ପୁଣେ, ମୁମ୍ବାଇ ଓ ନଭି ମୁମ୍ବାଇରେ ଅନୁଷ୍ଠିତ…

“ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗ”, ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ ଭାବେ ଜମି…

ଭୁବନେଶ୍ୱର: “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?” ଯେଉଁମାନଙ୍କ ହାତରେ ରାଜ୍ୟ, ପ୍ରକୃତିକ ସଂପଦ ସମେତ ଭଗବାନଙ୍କ ସଂପତିର ସୁରକ୍ଷା କରିବାର ଗୁରୁ ଦାୟୀତ୍ୱ ରହିଛି ସେମାନେ ଭକ୍ଷକ ସାଜି ବେଆଇନ ଭାବେ ହରିଲୁଟ୍ କରିବେ, ତାହେଲେ ଏହାଠୁ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ କଣ…

ଛତିଶଗଡ଼ ଓ ଓଡ଼ିଶା ସବ୍ ଏରିଆ କମାଣ୍ଡର ଭାବରେ ଦାୟିତ୍ବ ନେଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି

ଭୁବନେଶ୍ବର : ଛତିଶଗଡ଼ ଓ ଓଡ଼ିଶା ସବ୍ ଏରିଆ କମାଣ୍ଡର ଭାବରେ ଦାୟିତ୍ବ ନେଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି । ବ୍ରିଗେଡିୟର୍ ପ୍ରଶାନ୍ତ ଚୌହ୍ବାନଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୌହ୍ବାନ୍ ରାଜ୍ୟ…

ସମ୍ମାନଜନକ ଦି ୱାର୍ଲ୍ଡ ଗେମ୍ସ ଆଥଲେଟ ଅଫ ଦି ଇୟର ପୁରସ୍କାର ଜିତିଲେ ଶ୍ରୀଜେଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମର ଗୋଲକିପର ପିଆର ଶ୍ରୀଜେଶଙ୍କୁ ମିଳିଛି ଦି ୱାର୍ଲ୍ଡ ଗେମ୍ସ ଆଥଲେଟ ଅଫ ଦି ଇୟର ୨୦୨୧ ପୁରସ୍କାର । ଭାରତର ଦ୍ୱିତୀୟ ହକି ଖେଳାଳି ଭାବେ ସେ ଏହି ସମ୍ମାନ ପାଇଛନ୍ତି । ତାଙ୍କ ପୂର୍ବରୁ ମହିଳା ଖେଳାଳି ରାନୀ ରାମପଲ…

ଫେବ୍ରୁଆରୀ ୩ରୁ ଖୋଲିବ ସ୍କୁଲ୍ କଲେଜ

ପଶ୍ଚିମବଙ୍ଗ: କରୋନା ଗ୍ରଫ୍ ଖସୁଥିବାରୁ ଆସନ୍ତ ଫେବ୍ରୁଆରୀ ୩ରୁ ଅଷ୍ଟମରୁ ଦ୍ୱାଦଶ ମଧ୍ୟରେ ସ୍କୁଲ ଖୋଲିବ । ଏହା ସହିତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଫିଜିକାଲ କ୍ଲାସ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ଘୋଷଣା କରିଛନ୍ତି । ସେହିପରି…

ଟୁଇଟରରେ ରାଜ୍ୟପାଳଙ୍କୁ ବ୍ଲକ କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ରାଜନୈତିକ ବିବାଦ ତୁଟିବାରେ ନାମ ଧରୁନି । ମଙ୍ଗଳବାର ମମତା ଟୁଇଟରରେ ରାଜ୍ୟପାଳଙ୍କୁ ବ୍ଲକ କରିଛନ୍ତି । ସେ ରାଜ୍ୟପାଳଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କ ଟୁଇଟ ଯୋଗୁ ସେ ମାନସିକ…

ଅକ୍ଷୟ ଅଭିନୀତ ରାମସେତୁର ଶୁଟିଂ ଶେଷ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଶୁଟିଂ ଶେଷ ହୋଇଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଛନ୍ତି । ଅକ୍ଷୟଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନୁସରତ ଭରୁଚା ଓ ସତ୍ୟଦେବ ଅଭିନୟ କରୁଛନ୍ତି । ଚଳିତ ବର୍ଷ ଦୀପାବଳୀରେ…

କାଲିଠୁ ମିଳିବ ଜଗା ଦର୍ଶନ, ଭକ୍ତ ଓ ଭଗବାନଙ୍କର ହେବ ମିଳନ

ପୁରୀ : ପ୍ରତିକ୍ଷାର ହେବ ଅନ୍ତ । ଭକ୍ତ ଓ ଭଗବାନଙ୍କର ହେବ ମିଳନ । କାରଣ ଦୀର୍ଘ ୨୧ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । କାଲିଠୁ ଭକ୍ତଙ୍କୁ ମିଳିବ ଜଗାଦର୍ଶନ । କୋଭିଡ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ ଶ୍ରୀମନ୍ଦିର ଖୋଲିବା…

ଅବସର ନେଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

ନୂଆଦିଲ୍ଲୀ : ଅବସର ନେଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନାର ଉପମୁଖ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଭାର ସମ୍ଭାଳିବା ପରେ ସେ କାର୍ଯ୍ୟକ୍ଷେତ୍ରରୁ ଅବସର ନେଇଛନ୍ତି । ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତବର୍ଷ…