Latest Odisha News

BREAKING NEWS

ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: ଭକ୍ତଙ୍କ ପାଇଁ ଖୋଲିଲା ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜିଠୁ କରୋନା କଟକଣାରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ୨୧ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ…

ରାଜ୍ୟରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରେ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି…

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର…

ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ । ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ଦ୍ୱିତୀୟ ବଜେଟ୍…

କବିତା : କିଛି କହୁନା ଯେ

ସତ୍ୟନାରାୟଣ ଗନ୍ତାୟତ  ଭଲ ଲାଗୁଚି ଘରେ ବି ସବୁ ଭଲ ! ତ' କ'ଣ ଭାବୁଚ ନିଜ ଭିତରେ ଇ ହଜାଇ ଦେଇଥିବ ନିଜକୁ ? ନା ଥରୁଟେ ନିଘା କରିବ ତମ ଚଉପାଶର ନାଇଁ ନଥିବା 'ନାଇଁ ନାଇଁ'ର ଘେରକୁ ? କାଇଁ କିଛି କହୁନା ଯେ ! ସୁହାସିତମ୍",କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.…

ସ୍ୱଳ୍ପ ଗଳ୍ପ : ଲୁଟ୍ ଅଥବା ଏକ ବିଶେଷ ସ୍ମାରକୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬  ୧୮୫୭ ଖ୍ରୀଷ୍ଟାବ୍ଦ।ଭାରତରେ ସେତେବେଳେ ସିପାହୀ ବିଦ୍ରୋହର ସମୟ। ଏହି ବିଦ୍ରୋହକୁ ପରେ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଲୁ। ଏଥିରେ ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୩  କଳ୍ପନା ସଂଭୂତ ବିଷୟ ଯାହାକୁ କରଇ ଅଥୟ କରି ଅଯଥା ବାକ୍ୟ ବ୍ୟୟ ଘଟାଏ ମନଶାଂତି କ୍ଷୟ ନିଜ ଧାରଣା ପ୍ରଚାରକ ନିଜେ ହିଁ ହୁଏ ଯେଉଁ ଲୋକ ତାହାର ଲେଖା କିଂବା କଥା ସହଜେ ଉପୁଜାଏ ବ୍ୟଥା ନ କରି ଆତ୍ମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା, ବିଭବର ନୁହଁନ୍ତି। ସେହିପରି ତାଙ୍କୁ ପାଇହୁଏ ଭକ୍ତିରେ, ଶକ୍ତି ଦ୍ୱାରା ନୁହେଁ। ସାଂସାରିକ କ୍ଷେତ୍ରରେ ଦୁଇଟି ବଡ଼ ସମ୍ପଦ, ବିଭବ…

ଜୀନ୍ ବିବର୍ତ୍ତିତ ଖାଦ୍ୟ : ବିବିଧତା ଓ ସୁରକ୍ଷା ପ୍ରତି ବିପଦ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା । ଖାଦ୍ୟ ମଣିଷ ପାଇଁ ସବୁବେଳ ଏକ ସମ୍ବେଦନଶୀଳ ଓ ସ୍ପର୍ଷକାତର ବିଷୟ ରହିଆସିଛି । ଖାଦ୍ୟ ସହିତ ବ୍ୟକ୍ତିଗତ ପସନ୍ଦ ବା ରୁଚି ଓ ସାଂସ୍କୃତିକ ପ୍ରଶ୍ନ ଯୋଡ଼ି ହୋଇଥାଏ…