ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ନେଲା ୪୨ଲୋକଙ୍କ ଜୀବନ, ୭୨ ଆହତ
ଆଫଗାନିସ୍ତାନ: ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଜାରି ରହିଛି । ଆଫଗାନିସ୍ତାନରେ ଗତ ୨୦ ଦିନ ମଧ୍ୟରେ ପ୍ରବଳ ତୁଷାରପାତ ଲାଗି ରହିବା ଫଳରେ ୪୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୭୨ ଜଣ ଲୋକ ଆହତ ହୋଇଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।…